ଅପରାଧତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ

ବଲାଙ୍ଗିର ପାଟଣାଗଡ଼ ରାସ୍ତା ରେ ଗାଡ଼ି ଆନାଯାନା ଠପ୍, ମଲା ଦେହେ ରାସ୍ତା ରେ ରଖି ତଦନ୍ତ ଦାବି କଲେ ପରିବାର ।

ପୋଲିସ ର ତଦନ୍ତ ରେ ନା ଖୁସ୍ ପରିବାର ।

ବଲାଙ୍ଗିର;୦୯/୦୧(ମୋର୍ ସମିୟା) ଆଜି ସକାଲୁ ବଲାଙ୍ଗିର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଥରଚେପା ପୋଖରୀ ନୁ ଶାନ୍ତିପଡ଼ା ନିବାସୀ ନିଖୋଜ ପ୍ରବୀଣ ମହାଲିଙ୍ଗ (ମୁଟୁ) ର ମଲା ଦେହେ ଉପଲୁ ଥିବାର ଅବସ୍ଥା ରେ ଦେଖବାର କେ ମିଲିଥିଲା । ଖବର ପ୍ରଘଟ ହେବାର ପରେ ବଲାଙ୍ଗିର ସହର ରେ ଖେଲି ଯାଇଥିଲା । ଗଲା ୫ ତାରିଖ ନୁ ମୁଟୁ ନିଖୋଜ ଥିବାର ନେଇ ପରିବାର ଲୋକ ସଦର ଥାନା ର ଦ୍ବାରସ୍ଥ ହେଇଥିଲେ। ଆର୍ ଆଜି ଅର୍ଥାତ୍ ୫ ଦିନ ପରେ ତାଙ୍କର ମଲା ଦେହେ ପୋଖରୀ ରେ ଉପଲୁଥିବାର ସମିୟା ରେ ମିଲିଛେ । ଆଜି ଅଗ୍ନିଶମ ବାହିନୀ ଶବ ଉଦ୍ଧାର କଲା ପରେ ବ୍ୟବଚ୍ଛେଦ କରାଯାଇଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକେ ଆର୍ ସ୍ଥାନୀୟ ବାସିନ୍ଦା ନ୍ୟାୟ ଦାବି ରେ ରାଜ ରାସ୍ତା କେ ଆସିଥିଲେ । ବଲାଙ୍ଗିର – ପାଟଣାଗଡ଼ ୫୭ ନମ୍ୱର୍ ରାଜ୍ୟ ରାଜପଥ ଶାନ୍ତିପଡ଼ା ରେ ମଲା ଦେହେ ରଖି ରାସ୍ତା ର ଦୁହି ଆଡ଼େ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଯାହାର ଫଳ ରେ ଘଣ୍ଟା ଘଣ୍ଟା ଧରି ବଲାଙ୍ଗିର – ପାଟଣାଗଡ଼ ରାସ୍ତା ରେ ଗାଡ଼ି ଯାନାଆନା ଠପ୍ ହେଇ ଯାଇଥିଲା । ପୋଲିସ ର ତଦନ୍ତ କେ ନେଇ ନା ଖୁସ୍ ଅଛନ ପରିବାର ଲୋକେ । ପରିବାର ଲୋକ କେ କ୍ଷତିପୂରଣ ଆର୍ ଉପଯୁକ୍ତ ନ୍ୟାୟ ଦାବି ରେ ସ୍ଥାନୀୟ ଲୋକେ ରାସ୍ତା ଉପର କେ ଆସିଥିଲେ । ଅଭିଯୁକ୍ତ କେ ଜଲଦି ଗିରଫ ଦାବି କଲେ ଆନ୍ଦୋଳନକାରୀ। ଘଟଣା ସ୍ଥଳରେ ପୋଲିସ ପ୍ରଶାସନ ଆସି ପହଞ୍ଚି ପ୍ରତିଶୃତି ଦେଲା ପରେ ୩ ଘଣ୍ଟା ପରେ ହଟିଥିଲା ରାସ୍ତାରୋକ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!