ତାଜା ଖବରରାଜନୀତି

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

ଦିଲ୍ଲୀ ପରେ ଏବେ ଓଡ଼ିଶା ।

ଭୁବନେଶ୍ବର;୨୭/୦୭(ମୋର୍ ସମିୟା) ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିକଲେ ବିରୋଧି ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ ଶ୍ରେଣୀ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ଙ୍କ ବହି ରେ ତ୍ରୁଟି ଲାଗି ସରକାର କେ ଟାର୍ଗେଟ କଲେ ବିରୋଧୀ । ସେ ଧର୍ମେନ୍ଦ୍ର ପ୍ରଧାନ ଙ୍କର ଉଦାହରଣ ସୃଷ୍ଟି କରବାର ସାଙ୍ଗେ ମନ୍ତ୍ରୀ ପଦ ନୁ ଇସ୍ତଫା ଦେବାର ଉଚିତ୍ କହିଛନ ନବୀନ । ଯଦି ଇସ୍ତଫା ନାଇ ଦେଲେ ଆଗାମୀ ଦିନ ରେ ଆନ୍ଦୋଳନ ର ଡ଼ାକରା ଦେବା କହିଛେ ବିଜେଡ଼ି।
ସେ ଆଡ଼େ ବିଜେପି ତରଫ ରୁ ବି ନବୀନ ଙ୍କର ସରକାର ସମିୟା ରେ ବି ଅନେକ ଥର୍ ପ୍ରଶ୍ନପତ୍ର ଲିକ୍ ହେଇଥିଲା । ସେ କେତେ ଥର ନିଲମ୍ବନ କରିଛନ ଓ ତାର ସ୍ଥାୟୀ ସମାଧାନ କାଣା କରିଛନ ବଲି ପାଲଟା ଜବାବ୍ ଦେଇଛେ ବିଜେପି ।
ସାଧାରଣ ରେ ଚର୍ଚ୍ଚା ଦିଲ୍ଲୀ ପରେ ଏବେ ଓଡ଼ିଶା ର ପାଲି ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!