
ବରଗଡ଼;୧୭/୦୮(ମୋର୍ ସମିୟା) ବରଗଡ଼ ଜିଲ୍ଲା ସୋହେଲା ଥାନା ପୋଲିସ ବାଉଁସେନମୁରା ପଞ୍ଚାୟତ କେନ୍ଦବାହାଲ ରାସ୍ତା ରେ ପେଟ୍ରୋଲିଂ ସମିୟା ରେ ତିନି ଜଣ କଫ ସିରପ ବ୍ୟବସାୟୀ କେ ଗିରଫ୍ । ଅଭିଯୁକ୍ତ ମାନେ ହେଲେ କେନ୍ଦବାହାଲ ଗାଁ ର ଯୁଧିଷ୍ଠିର ବଡ଼ଗୋଛିଆ( ୨୬),ସୁନୀଲ ମହାନନ୍ଦ (୩୦), ସରୋଜ ଭୁଏ। ସେମାନଙ୍କର ନୁ ୪୮ ବୋତଲ କଫ୍ ସିରପ୍,୫ ଲିଟର ଦେଶୀ ମଦ, ତିନ ଟା ମୋବାଇଲ,ତିନ ଟା ମଟରସାଇକେଲ ଜବତ୍ କରିଛେ । ତିନ ଜନ୍ କେ ଗିରଫ୍ କରି କୋର୍ଟ ଚାଲାଣ କରିଛେ ପୋଲିସ ।




