ତାଜା ଖବରରାଜନୀତି

ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଶିବାଜୀ ମାଝି ଙ୍କର ପରଲୋକ ।

ଚାରି ଆଡେ ଶୋକ ର ଛାୟା।

କଳାହାଣ୍ଡି;୧୯/୦୮(ମୋର୍ ସମିୟା) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଧାୟକ ଶିବାଜୀ ମାଝି ଙ୍କର ପରଲୋକ । ୫୫ ବର୍ଷ ବୟସ ରେ ତାଙ୍କର ଦେହାନ୍ତ। ଗଲା କାଲି ରାତି ତାଙ୍କର ଘରେ ହୃଦଘାତ ରେ ପରଲୋକ ହେଇଛେ । ତାଙ୍କର ବିୟୋଗ ର ଖବର ପରେ ସାରା ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛେ । ଶିବାଜୀ ମାଝି କଂଗ୍ରେସ ଦଳ ରୁ ପହେଲା ଥର ଲାଗି ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରୁ ୨୦୦୯ରୁ ୨୦୧୪ ତକ୍ ନିର୍ବାଚିତ ହେଇଥିଲେ । ପରେ ପରେ ବିଜେଡି ରେ ଯୋଗ ଦେଇ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପ୍ରଥମ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଥିଲେ । ଜଣେ ଆଦିବାସୀ ନେତା ହିସାବରେ ବି ସେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!