ରାଜନୀତି
-
ଆଜି ନୂଆପଡ଼ା ଉପ ନିର୍ବାଚନ ର ଫଳାଫଳ, ଦୁଇ ନମ୍ୱର୍ ରାଉଣ୍ଡ ରେ ଜୟ ଢୋଲକିଆ ଆଗୁଆ ।
ନୂଆପଡ଼ା;୧୪/୧୧(ମୋର୍ ସମିୟା) ଆଜି ନୂଆପଡ଼ା ଉପ ନିର୍ବାଚନ ର ଫଳାଫଳ । ଭାଗ୍ୟ ପରୀକ୍ଷା ଦଉଛନ ୧୪ ଜଣ ପ୍ରାର୍ଥୀ । ଆଜି ସକାଲୁ ୮ ବଜେ…
Read More » -
କାଲି ଫେର ଥରେ ନୂଆପଡ଼ା ଗସ୍ତ ରେ ଆସୁଛନ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।
ବଲାଙ୍ଗିର;୦୬/୧୧(ମୋର୍ ସମିୟା) କାଲି ଫେରଥରେ ନୂଆପଡ଼ା ଆସୁଛନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକ । ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଙ୍କର ଲାଗି…
Read More » -
କାଲି ନୂଆପଡ଼ା ରେ ପ୍ରଚାର୍ କରବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ
ନୂଆପଡ଼ା;୦୫/୧୧(ମୋର୍ ସମିୟା) ନଭେମ୍ବର ୬ ତାରିଖ ନୂଆପଡ଼ା ଉପ ନିର୍ବାଚନ ଲାଗି ପ୍ରଚାର୍ ମଇଦାନ କେ ଆସବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆର୍ ଛତିଶଗଡ ମୁଖ୍ୟମନ୍ତ୍ରୀ…
Read More » -
ନୂଆପଡା ମୁଖ୍ୟ ଚିକିତ୍ସାଳୟ ର ୫ ମହଲା ଛାତରୁ ଡେଗି ଆତ୍ମହତ୍ୟା କଲେ ସିକ୍ୟୁରିଟି ଗାର୍ଡ।
ନୂଆପଡା;୦୩/୧୧(ମୋର୍ ସମିୟା) ନୂଆପଡା ମୁଖ୍ୟ ଚିକିତ୍ସାଳୟ ର ୫ ମହଲା ଛାତରୁ ଡେଗି ଆତ୍ମହତ୍ୟା କଲେ ସିକ୍ୟୁରିଟି ଗାର୍ଡ। ୫ ମାସ ହେଲା ଦରମା ନାଇ ମିଲବାର…
Read More » -
ନୂଆପଡ଼ା ଉପ ନିର୍ବାଚନ ୩ ତାରିଖ ପ୍ରଚାର୍ ମଇଦାନ କେ ଆସବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ନୂଆପଡ଼ା;୩୧/୧୦(ମୋର୍ ସମିୟା) ଆଏବାର ନଭେମ୍ବର ୩ ତାରିଖ ନୂଆପଡ଼ା ଆସବେ ବିଜେଡ଼ି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆପଡା କୋମନା ରେ ପ୍ରଚାର୍ କରବେ…
Read More » -
ନୂଆପଡ଼ା ଉପ ନିର୍ବାଚନ ଆଗରୁ ବିଜେପି କେ ଝଟକା,ବିଜେଡ଼ି ରେ ମିଶିଲେ ବସନ୍ତ ପଣ୍ଡା ଙ୍କର ପୁତୁରା ।
ନୂଆପଡ଼ା;୨୯/୧୦(ମୋର୍ ସମିୟା) ନୂଆପଡ଼ା ଉପ ନିର୍ବାଚନ ଆଗରୁ ବିଜେପି କେ ଲାଗିଛେ ଗୁଟେ ଝଟକା । ବିଜେପି ଛାଡି ବିଜେଡ଼ି ରେ ସାମିଲ୍ ହେଲେ ବିଜେପି ନେତା…
Read More » -
ନୂଆପଡ଼ା ଉପ ନିର୍ବାଚନ ଲାଗି ନାମାଙ୍କନ ଦାଖଲ କଲେ ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ।
ନୂଆପଡ଼ା;୨୦/୧୦(ମୋର୍ ସମିୟା) ଆଏବାର ୧୧ ତାରିଖ ହେବାର କେ ଯାଉଛେ ନୂଆପଡ଼ା ଉପ ନିର୍ବାଚନ। ରାଜେନ୍ଦ୍ର ଢୋଲକିଆ ଙ୍କର ପରଲୋକ ପରେ ଖାଲି ପଡ଼ିଛେ ନୂଆପଡ଼ା ବିଧାନସଭା…
Read More » -
ନୂଆପଡ଼ା ଉପ ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ବିଜେଡ଼ି; ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜେଡ଼ି ପ୍ରାର୍ଥୀ ।
ନୂଆପଡ଼ା;୧୫/୧୦(ମୋର୍ ସମିୟା) ବିଜେଡ଼ି ଘୋଷଣା କଲା ନୂଆପଡ଼ା ଉପ ନିର୍ବାଚନ ପ୍ରାର୍ଥୀ । ପଶ୍ଚିମ ଓଡ଼ିଶା ର ଟାଣୁଆ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜେଡ଼ି ପ୍ରାର୍ଥୀ…
Read More » -
ନୂଆପଡ଼ା ଉପ ନିର୍ବାଚନ ଲାଗି ବିଜେପି ଆଡୁ ଜୟ ଢୋଲକିଆ ହେଲେ ବିଜେପି ପ୍ରାର୍ଥୀ।
ନୂଆପଡ଼ା;୧୫/୧୦(ମୋର୍ ସମିୟା) ନୂଆପଡ଼ା ଉପ ନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି । ଜୟ ଢୋଲକିଆ ଙ୍କୁ ବିଜେପି ପ୍ରାର୍ଥୀ ଭାବେ…
Read More » -
ବିଜେପି ରେ ମିସଲା ପରେ ଜୟ ଙ୍କର ପ୍ରତିକ୍ରିୟା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ଆଦର୍ଶ ରେ ଅନୁପ୍ରାଣିତ ହେଇ ବିଜେପି ରେ ମିସଲି ।
ନୂଆପଡ଼ା;୧୨/୧୦(ମୋର୍ ସମିୟା) ବିଜେପି ରେ ମିସଲା ପରେ ପ୍ରତିକ୍ରିୟା ରଖିଛନ୍ ଜୟ ଢୋଲକିଆ। ସେ କହିଛନ ଯଶସ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କର ଆଦର୍ଶ ରେ ଅନୁପ୍ରାଣିତ…
Read More »