ତାଜା ଖବରଦେଶ ବିଦେଶସ୍ପେସାଲ୍ ରିପୋର୍ଟ

ପାକିସ୍ତାନ ର ଲାହୋର ରେ ୩ ଟା ବଡ଼ ବିସ୍ପୋରଣ ସାଙ୍ଗେ ସେନା ର ଗାଡ଼ି କେ ଆଇଇଡ଼ି ବିସ୍ପୋରଣ ।

ଭାରତ ଦଉଛେ ଗୁଟେ ପରେ ଗୁଟେ ଜବାବ।

ଗଲା କାଲି ଅଧା ରାତି ରେ ପାକିସ୍ତାନ ଉପରେ ଆକ୍ରମଣ ପରେ ସାରା ଦେଶ ରେ ଚର୍ଚା ଦେଖବାର କେ ମିଳିଥିଲା । ଆଉ ଆଜି ସକାଲୁ ପାକିସ୍ତାନ ସେନା ର ଗାଡ଼ି ଉପର କେ ଆଇଇଡି ବିସ୍ପୋରଣ କରିଥିବାର ସୂଚନା ମିଲିଛେ । ଇଥିରେ ୧୦ ନୁ ଅଧିକ ଯବାନ ର ସାଙ୍ଗେ କମାଣ୍ଡର ର ମୃତ୍ୟୁ ହେଇଥିବାର ଜଣାପଡ଼ିଛେ । ଆକ୍ରମଣ ପଛେ ଭାରତ ର ହାତ ଥିବାର କହିଛେ ପାକିସ୍ତାନ ର ମିଡ଼ିଆ ।

ଇ ଘଟଣା ର କିଛି ଘଣ୍ଟା ପରେ ପାକିସ୍ତାନ ର ଲାହୋର ନ ୩ ଟା ବଡ଼ ବିସ୍ଫୋରଣ ହେଇଥିବାର ସୂଚନା। ଇ ବିସ୍ଫୋରଣ ପରେ ଇସଲାମାବାଦ୍ ଏୟାରପୋର୍ଟ ଓ ଲାହୋର ଏୟାରପୋର୍ଟ କେ ବନ୍ଦ କରିଦିଆଯାଇଛେ । ତେବେ ଇ ଆକ୍ରମଣ କିଏ କରିଛେ ଏବେବି କିଛି ସ୍ପଷ୍ଟ ସୂଚନା ନାଇ ମିଲବାର୍ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!