ତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ

ହ୍ୟୁମାନ ସାଗର ଙ୍କର ମୃତ୍ୟୁ କେ ନେଇ ବଲାଙ୍ଗିର ଟାଉନ୍ ଥାନା ରେ ଏତଲା ଦେଲେ ଭିନଭିନ୍ କୋଶଳ ବାଦି ସଂଗଠନ।

ଦୁଇ ମ୍ୟାନେଜର ଙ୍କର ନା ରେ ଏତଲା।

ବଲାଙ୍ଗିର;୨୧/୧୧(ମୋର୍ ସମିୟା) କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କର ମୃତ୍ୟୁ କେ ନେଇ ବଢ଼ୁଛେ ସସପେନ୍ସ । ହ୍ୟୁମାନ ସାଗର ମୃତ୍ୟୁ ମାମଲା କେ ନେଇ ଆଜି ହ୍ୟୁମାନ ଙ୍କର ଦୁଇ ମ୍ୟାନେଜର ଙ୍କର ନା ରେ ଏତଲା ଦେଲେ ଭିନଭିନ୍ କୋଶଳ ବାଦି ସଂଗଠନ ର କର୍ମୀ। ମ୍ୟାନେଜର ଦିନେଶ ବେହେରା ଆର୍ ପ୍ରଶାନ୍ତ ବେହେରା ଙ୍କର ନା ରେ ଏତଲା। ହ୍ୟୁମାନ ସାଗର ଙ୍କୁ ଷଡଯନ୍ତ୍ର କରି ମାରି ଦେଇଥିବାର ସାଙ୍ଘାତିକ ଅଭିଯୋଗ । ହ୍ୟୁମାନ ଙ୍କର ମୃତ୍ୟୁ ର ତଦନ୍ତ କରି ଦୋଷୀ କେ ଉଚିତ୍ ଦଣ୍ଡ ଦେବାର କେ ଦାବି । ହ୍ୟୁମାନ ଙ୍କର ମୃତ୍ୟୁ ପଛେ ୩ ଜଣ ଙ୍କର ହାତ ଥିବାର ନେଇ କହିଥିଲେ ହ୍ୟୁମାନ ଙ୍କର ମା। ସେମାନେ ଜଣେ ମହିଳା ଆର୍ ଅନ୍ୟ ଦୁଇଜଣ ଯୁବକ ର ନା ନେଇଥିଲେ । ରହସ୍ୟ ଘେର ରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଙ୍କର ମୃତ୍ୟୁ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!