ଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶ
ଶ୍ରୀଲଙ୍କା ରେ ମିତ୍ର ବିଭୂଷଣ ସମ୍ମାନରେ ସମ୍ମାନୀତ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସମ୍ମାନୀତ କଲେ ଶ୍ରୀଲଙ୍କା ରାଷ୍ଟ୍ରପତି ।

ଶ୍ରୀଲଙ୍କା;୦୫/୦୪(ମୋର୍ ସମିୟା) ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା କୁମାରା ଦିଶାନାୟକ “ମିତ୍ର ବିଭୂଷଣ” ପୁରସ୍କାର ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ସମ୍ମାନୀତ କରିଛନ୍ । “ମିତ୍ର ବିଭୂଷଣ” ପୁରସ୍କାର ର ଅର୍ଥ ହେଲା ଇ ଟା ଗୁଟେ ଶ୍ରୀଲଙ୍କା ର ସମ୍ମାନ ଜେନ ଟା କି ଦେଶ ଦେଶ ଭିତରେ ରାଷ୍ଟ୍ର ମିତ୍ରତା ସ୍ଥାପନ କରିଥିଶି । ଇ ପୁରସ୍କାର ୨୦୦୮ ମସିହା ରେ ସେତେବେଲର ରାଷ୍ଟ୍ରପତି ମହିନ୍ଦା ରାଜପେକ୍ଷ ମୁଲ୍ କରିଥିଲେ । ଇ ପଦକ ଟା ସମ୍ମାନୀତ ଅତିଥି ଙ୍କର ବେକ ରେ ରାଷ୍ଟ୍ରପତି ପିନ୍ଧେଇଥିସନ୍ । ଇ ପଦକ ରେ ଚାଉଲ,ପଦ୍ମ ପାଖୁଡ଼ା, ଚନ୍ଦ୍ର, ସୂର୍ୟ ର ପ୍ରତୀକ । ଇଟା ଶ୍ରୀଲଙ୍କା ର ନବରତ୍ନ ରେ ତିଆରି ହେଇଥିଶି ।
ଇ ପୁରସ୍କାର ୨ ଦେଶ ଭିତରେ ବନ୍ଧୁତା ଓ ଐତିହାସିକ ସମ୍ପର୍କ କେ ବଜାଏ ରଖବା ।