ଅପରାଧଜୀବନଚର୍ଯ୍ୟାତାଜା ଖବର
ବରଗଡ଼ ଅବକାରୀ ପୋଲିସ କେ ଆକ୍ରମଣ ସାଙ୍ଗେ ଗାଡ଼ି ଭାଙ୍ଗିଦେଲେ ବେଆଇନ ମଦବେପାରୀ ।
ଜୀବନ ରୁ ମାରିଦଦେବାର୍ କେ ଦେଲେ ଧମକି ।

ବରଗଡ଼;୧୬/୦୫(ମୋର୍ ସମିୟା) ବରଗଡ଼ ଜିଲ୍ଲା କଟାପାଲି ଗାଁ ରେ ବେଆଇନ ମଦ କାରବାର କେ ନେଇ ପୋଲିସ ଚଢ଼ାଉ ସମିୟା ରେ ପୋଲିସ କେ ମରଣାତ୍ମକ ଆକ୍ରମଣ। ଇ ଘଟଣା ରେ କଟାପାଲି ଗାଁ ର ନରେଶ ବେହେରା ଓ ତାଙ୍କର ସ୍ତ୍ରୀ ଓ ପୁଓ କେ ଗିରଫ କରିଛେ ପୋଲିସ । ବରଗଡ଼ ସଦର ଅବକାରୀ ବିଭାଗ କଟାପାଲି ଗାଁ ରେ ବେଆଇନ ମଦ କାରବାର ର ଖବର ପାଇ ଓଆଇସି ସ୍ଵପ୍ନାରାଣି ଟେଟେ ଙ୍କର ସାଙ୍ଗେ ୪ ଜଣ ଅବକାରୀ ପୋଲିସ ଚଢ଼ାଉ କରିଥିଲେ । ଉକ୍ତ ଗାଁ ର ମଦ ବେପାରୀ ନରେଶ ବେହେରା ତାଙ୍କର ସ୍ତ୍ରୀ ଓ ପୁଓ ମିଶି ଟଙ୍ଗିଆ,ପଥର ରେ ଆକ୍ରମଣ ସାଙ୍ଗେ ଅସଭ୍ୟ ଭାଷା ରେ ପୋଲିସ କେ ଗାଲି ଗୁଲଜ କରି ଜୀବନ ରୁ ମାରିଦେବାର କେ ଧମକ ଦେଇଥିଲେ । ଓଆଇସି ସ୍ଵପ୍ନାରାଣି ଟେଟେ ଇ ଉପରେ ବରଗଡ଼ ଟାଉନ୍ ଥାନା ରେ ଲିଖିତ ଅଭିଯୋଗ ଦେଇଛନ । ତାଙ୍କର ଘରୁ ଆନୁମାନିକ ୫୦-୬୦ ଲିଟର ମଦ ଜବତ କରିଛେ ପୋଲିସ ।
ଆକ୍ରମଣ ରେ ରଜେଶ ରାଉତ ନାମକ ଜଣେ ପୋଲିସ କର୍ମଚାରୀ ଙ୍କର ହାତେ ଆଘାତ ହେଇଛେ । ଓ ପୋଲିସ ଗାଡ଼ି କେ ପଛାଡୁ ଆକ୍ରମଣ କରବାର ନୁ ଗାଡ଼ି ର କାଚ ଭାଙ୍ଗି ଯାଇଛେ ।