ଅପରାଧମୋର ସମୀୟା ଏକ୍ସକ୍ଲୁସିଭ
ଦୀର୍ଘ ୬ ଘଣ୍ଟା ର ପରିଶ୍ରମ ପରେ ଯୁବକ ଙ୍କୁ ଉଦ୍ଧାର କଲା ପ୍ରଶାସନ
ତଲକେ ଆସି କହେଲେ ଭୁଲ୍ ହେଇ ଗଲା

ବଲାଙ୍ଗିର; ପୁଇଁନ୍ତଲା ବ୍ଳକ୍ ଛତାମଖନା ପଞ୍ଚାୟତ ର ଝାରମୁଣ୍ଡା ଗାଁ ର ଜଣେ ଯୁବକ ୨୦୦ ଫୁଟିଆ ଲାଇନ ଖୁଟା କେ ଚଢ଼ିଵାର ଘଟଣା ରେ ଦୀର୍ଘ ୬ ଘଣ୍ଟା ର ପରିଶ୍ରମ ପରେ ତାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛେ । ତାଙ୍କୁ ଲାଲଚ ଦେଖେଇ କରି ଡାକି ଥିବାର ଦେଖବାର କେ ମିଲିଥିଲା ।
ଯୁବକଙ୍କୁ କାଣା ହେଲାଯେ ଚଢ଼ି ଥିଲ ବଲି ପଚରାଲେ ମୋର୍ ମୁଡ ଟିକେ ଅଲଗା ଲାଗିଲା ଯେ ଚଢ଼ି ଗଲି କହିଛନ, ଆଉ ଯଦି ମୋର୍ ଭୁଲ୍ ଅଛେ କ୍ଷମା କରିଦେବ କହିଛନ । ଘରଲୋକ ଙ୍କର କହିବାର ହିସାବରେ ତାଙ୍କର ମାନସିକ ସ୍ଥିତି ଠିକ୍ ନାଇ ଥିବାର କହିଛନ ।
ଉତରିଲା ପରେ ପୋଲିସ୍ କହିଛନ କି ଅଧିକା ତଦନ୍ତ ହେବା ଆଉ ଯୁବକ ଙ୍କୁ ଭୀମ ଭୋଇ ମେଡିକାଲ କେ ନେଇ କରି ସ୍ଵାସ୍ଥ୍ୟ ବ୍ୟବସ୍ଥା ଯାଞ୍ଚ କରିଛନ ।
ପୋଲିସ୍, ଅଗ୍ନିଶମ ବାହିନୀ, ବିଦ୍ୟୁତ କର୍ମଚାରୀ ଙ୍କ ର କାମ ଦେଖି କରି ଶଭେ ଧନ୍ୟବାଦ ଦେଇଛନ ।