ଜୀବନଚର୍ଯ୍ୟାତାଜା ଖବର

ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟଳୟ ରେ ଲାଗିଯାଇଛେ ନିଆଁ ।

କମ୍ପ୍ୟୁଟର ସାଙ୍ଗେ ଅନେକ ଗୁରୁତ୍ୱପୂର୍ଣ କାଗଜ ଜଲିଗଲା ।

ନୂଆପଡ଼ା;୧୩/୦୪(ମୋର୍ ସମିୟା) ଆଜି ସକାଳ ପ୍ରାୟ ୧୦ ବଜେ ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟଳୟ ର ଷ୍ଟେନୋ ଅଫିସ ରେ ନିଆଁ ଲାଗି ଯାଇଥିବାର ସୂଚନା । ସ୍ଥାନୀୟ ଲୋକେ ନିଆଁ ବାହାରୁଥିବାର ନେଇ ଦମକଳ ବାହିନୀ କେ ଜଣେଇ ଥିଲେ । ପ୍ରାଥମିକ ତଦନ୍ତ ରୁ ସଟସର୍କିଟ ରୁ ନିଆଁ ଲାଗିଥିବାର ଜଣାପଡ଼ିଛେ । ଇ ଅଗ୍ନିକାଣ୍ଡ ରେ ଅନେକ ଗୁରୁତ୍ୱପୂର୍ଣ କାଗଜ ସାଙ୍ଗେ କମ୍ପ୍ୟୁଟର ମାନେ ଜଲି ଯାଇଛେ । ଘଟଣା ସ୍ଥଳ ରେ ଅଗ୍ନିଶମ ବାହିନୀ ପହଞ୍ଚି କାଚ ଭାଙ୍ଗି ନିଆଁ କେ ଆୟତ କରିଥିଲେ ।

ଜିଲ୍ଲାପାଳ ମଧୁସୂଦନ ଦାସ ପହଞ୍ଚି ଘଟଣା ର ତଦନ୍ତ ଜାରି ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!