ବରଗଡ଼ ଧନୁଯାତ୍ରା କଂସ ଭୂମିକା ଲାଗି ଚୟନ ହେଲେ ସୁଶିଲ ମେହେର ।
ଦୁଲକିବା ମଥୁରା ନଗରୀ ।

ବରଗଡ଼;୧୮/୧୧(ମୋର୍ ସମିୟା) ବରଗଡ଼ ଧନୁଯାତ୍ରା ଲାଗି ଚାଲିଥିଲା କଂସ ଚୟନ ପ୍ରକ୍ରିୟା । ୩୬ ଜଣ କଳାକାର କେ ପଛେ ପକେଇ କରି ଚୟନ ହେଲେ ସୁଶିଲ ମେହେର । ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଲାଗି ପହେଲା ଥର ଲାଗି କଂସ ଭୂମିକା ରେ ଅଭିନୟ କରବାର କେ ଯାଉଛନ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍ ଚିଚିଣ୍ଡା ଗାଁ ର ସୁଶୀଲ ମେହେର । ଆଏବାର ୨୪ ତାରିଖ ମୁଲ ହେବାର କେ ଯାଉଛେ ବିଶ୍ଵ ର ଖୁଲା ରଙ୍ଗ ମଞ୍ଚ ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଡିସେମ୍ବର ୨୪ ମୁ ମୁଲ ହେଇକରି ଜାନୁୟାରୀ ୩ ରେ ହେବା ଶେଷ । ଦୁଲକିବା ମଥୁରା ନଗରୀ । ଆଏବାର ୩ ବଛର ତକ୍ ସୁଶିଲ ମେହେର କଂସ ଭୂମିକା ରେ ନଜର ଆସବେ । ଆର୍ତ୍ତତ୍ରାଣ ମହାପାତ୍ର ଉଗ୍ରସେନ, କାମରାଜ ଭୋଇ ନାରଦ, ଜଗନ୍ନାଥ ସାହୁ ଅକ୍ରୁର,ମନୋଜ ସାହୁ ବାସୁଦେବ,ମୁଗ୍ଧା ଦାସ ଦେବକୀ, ଗୁଲାବ ଚନ୍ଦ୍ର ଦାଶ ମହାମନ୍ତ୍ରି, ହେମନ୍ତ ପ୍ରଧାନ ସେନାପତି ଭୂମିକା ରେ ଅଭିନୟ କରବେ ।ଧନୁଯାତ୍ରା ମହୋତ୍ସବ ର ସମ୍ପାଦକ ସୁରେଶର ଶତପଥୀ ଙ୍କର ଅଧ୍ୟକ୍ଷତା ରେ ଜିଲ୍ଲାପାଳ ଙ୍କର କାର୍ଯ୍ୟାଳୟ ରେ ଘୋଷଣା।




