
ମେ ଦ୍ଵିତୀୟ ସପ୍ତାହ ରେ ବାହାରିବା ମେଟ୍ରିକ୍ ପରୀକ୍ଷା ରେଜଲ୍ଟ । ଆଏବା ୨ ଦିନ ଥି ସରିଯିବା ଖାତା ସୁଧା ସୂଚନା ଦେଲେ ବୋର୍ଡ ସଭାପତି ।
ତେବେ ମେ ମାସେ କେତେ ତାରିଖ୍ ରେଜଲ୍ଟ ଆସବା ସେଟା ବୋର୍ଡ ସଭାପତି ସ୍ପଷ୍ଟ ନାଇ କରି ।
ବିଜ୍ଞାନ ପ୍ରଶ୍ନ ରେ ୪ ମାର୍କ କମ୍ ଲାଗି କିଛି ଅସୁବିଧା ନାଇନ, ଗ୍ରେସ୍ ମାର୍କ୍ ଲାଗି ପରିଚାଳନା କମିଟି ନିଷ୍ପତି ନେବେ ।
ମାର୍ଚ୍ଚ ୧୮ ରେ ହେଇଥିଲା ମେଟ୍ରିକ୍ ଖାତା ଦେଖା । ରାଜ୍ୟ ରେ ୫୧ ଟା କେନ୍ଦ୍ର ନ ଖତାଦେଖା ଲାଗି ନିୟୋଜିତ ହେଇଥିଲେ ୧୧ ହଜାର ନୁ ଅଧିକା ଶିକ୍ଷକ,ଶିକ୍ଷୟିତ୍ରୀ । ମୋଟ ୫ ଲକ୍ଷ ୨୨ ହଜାର ୩୩୬ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ । ଫେବୃୟାରୀ ୨୧ ନୁ ମାର୍ଚ୍ଚ ୬ ତାରିଖ୍ ତକ୍ ଚାଲିଥିଲା ପରୀକ୍ଷା ।
ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।




