ଅପରାଧତାଜା ଖବରଭିଡିଓମୋର ସମୀୟା ଏକ୍ସକ୍ଲୁସିଭସ୍ପେସାଲ୍ ରିପୋର୍ଟ

ସୋଲାର ଲଗାମୁ ବଲି ଘର୍ କେ ଆସଲେ, ଘରୁ ପୁଛି ନେଲେ ୧୩ ଭରି ସୁନା ୧୨ ଭରି ରୂପା ।

ବଲାଙ୍ଗିର;୩୦/୧୦(ମୋର୍ ସମିୟା) ଫିଲିମ୍ ଷ୍ଟାଇଲ ରେ ଘରୁ ସୁନା ରୂପା ଧରି ଚମ୍ପଟ ହେଲେ ଚୋର । ବଲାଙ୍ଗିର ସଦର ଥାନା ଧୂମାମରା ସୀତାରାମ ନଗର ନୁ ଦିନର ଦ୍ୱିପହର ରେ ଅନନ୍ତ କୁମାର ମିଶ୍ର ଙ୍କର ଘରୁ ଚୋରି । ଅନନ୍ତ ଙ୍କର ନାନି ପୁଷ୍ପାଞ୍ଜଳୀ ମିଶ୍ର ଘରେ ଏକଲା ଥିଲା ବେଲକେ ୩ ଟା ପିଲା ଆସଲେ ଘରେ ସୋଲାର ଲଗାମୁ ବେଲେ ତାର ପରେ ତାଙ୍କର ନାନି କେ ବାଥରୁମ ଭିତରେ ବନ୍ଦ୍ କରି ଘରେ ଥିବାର ୧୩ ଭରି ସୁନା ଆର୍ ୧୨ ଭରି ରୂପା ସାଙ୍ଗେ ନଗଦ ୫ ହଜାର ଟଙ୍କା ଧରି ଚୋର ଫେରାର । ତାଙ୍କର ନାନି କେ ପିଟାମରା କରବାର ସାଙ୍ଗେ ବାଥରୁମ ରେ ବନ୍ଦ୍ କରି ଦେଇଥିବାର ନୁ ଜୋର୍ ରେ ରଡ଼ାକିର୍ଲା କରିଥିଲେ, ତାଙ୍କର ଆବାଜ୍ ବାହାର କେ ନାଇ ଯିବା ବଲି ଘରର ଟିଭି ର ସାଉଣ୍ଡ କେ ବଢ଼େଇ ଦେଇ ଅତି ଚତୁରତାର ସାଙ୍ଗେ ଚୋରୀ କରି ଫେରାର ହେଇଛନ ଦୁର୍ବୃତ୍ତ। ନିଛାଟିଆ ଘର୍ ଦେଖି ଯୋଜନାବଦ୍ଧ ହେଇ ଇ କାମ କରିଥିବାର ସନ୍ଦେହ କରିଛନ ପରିବାର ଲୋକେ । ଘଟଣା ସ୍ଥଳରେ ସଦର ପୋଲିସ ପହଞ୍ଚି ଘଟଣା ର ଛାନଭିନ କରୁଛେ । ଦିନର ଦ୍ୱିପହର ରେ ଖୁନମ ଖୁଲା ଘରୁ ସୁନା ରୂପା ନେଇ ପୋଲିସ କେ ଖୁଲା ଚ୍ୟାଲେଞ୍ଜ କରିଛନ ଲୁଟେରା। ଲୁଟେରା କେ ଧରି ଦଣ୍ଡିତ କରବାର କେ ଦାବି କରିଛନ ପରିବାର ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!