ବଲାଙ୍ଗୀର ଜିଲ୍ଲା ସଦର ବ୍ଲକ ମନହିରା ପଞ୍ଚାୟତ ବଘାପାଲି ଗାଁ ରେ ଦେଖା ଦେଇଛେ ପାଏନ୍ ର ସମସ୍ୟା
ଗଲାଥରର୍ ସରକାର୍ ଙ୍କର ସମିଆଁ ନେ କୋଟି କୋଟି ଟଙ୍କା ଖର୍ଚା ହେଇ କରି ବସୁଧା ଯୋଜନା ରେ ବନାହେଇ ଥିଲା ବଢ଼େ ବଢ଼େ ପାଏନ୍ ଟାଙ୍କି, ବନବାର ଟା ତ ପୁରା ସତ୍ କଥା ହେଲେ ଘରବାଟେ ଲାଗି ଥିବାର ପାଏନ୍ ପାଇପ୍ ରେ ପାଏନ୍ ବୁନ୍ଦେ ବି ଦେଖା ନାଇ ।
ସମସ୍ୟା ଛୋଟ୍ ଅସୁବିଧା ବଡ୍
ପହେଲା ପହେଲା କିଛି ମାସ୍ ଠିକ୍ ସେ ଚାଲିଥିଲା ଫେର ବନ୍ଦ୍ ହେଇ ଗଲା,ସବୁ ଲାଗିଛେ ସବୁ ଚାଲୁଛେ ଇନସମସ୍ୟା ହେଲା ତାହାକେ ଚଲାବା କିଏ,ଜେନ ଠିକା ସଂସ୍ଥା କାମ କରି ଥିଲା ସେ ହାତ୍ ଟେକି ଦେଲା , ଲୁକେ ପାଏନ୍ ଟିକେ ନାଇ ପାଇ କରି ବହୁତ୍ ହାଇରାନ ହେଲେ ଫେର୍ ସେନର ସରପଞ୍ଚ ଙ୍କର ନିକେ ଗଲେ ସରପଞ୍ଚ କହେଲେ ଆମକେ ହେଣ୍ଡ ଓଭର୍ ନାଇ କରଵାର ତାଲି ଠିକାଦାର ମୋର୍ ହାତେ କିଛି ନାଇ ନ ଦେଖବାର କେ ଗଲେ ୦୪-୦୩-୨୦୨୪ ରୁ କାମ୍ ସରିଗଲାନ ସରପଞ୍ଚ କହୁଛନ୍ ମୋର୍ ଦ୍ୱାରା କିଛି ନାଇ ହୁଏ ତମେ ଠିକାଦାର କେ ଜେଇ କେ ଆରୁ କାହାକେ ଫୋନ କର କହୁଛନ୍।

ଗଲା କାଏଲ୍ ରାତି ବଘାପାଲି ଗାଁ ଲୁକେ ମିଟିଂ କଲେ ଆରୁ ମୋର୍ ସମିୟା କେ ଡକାଲେ ଟିମ୍ ମୋର୍ ସମିୟା ପହଞ୍ଚିଲା ପରେ ସମସ୍ତଙ୍କର ସାଙ୍ଗେ କଥା ହେଇ ସମସ୍ୟା ର ସମାଧାନ କେନ୍ତା ହେବା ସେ ଉପରେ ବିଚାର ହେଲା
ସମସ୍ୟା ଥିଲା ଯିଏ ମୋଟର ପମ୍ପ ଚଲଉଥିଲେ ସେ ମାସକେ ୨୦୦୦ ନେଉ ଥିଲେ କିଛି ମାସ ତାହାଙ୍କେ ପଇସା ଦିଆ ଗଲା ମଝିରେ ପଇସା ନାଇ ଦେଲେ ଗାଁ ଲୁକେ କଥା ହେଇ କରି ସମସ୍ତଙ୍କର ଘରୁ ଚାନ୍ଦା କରି କି ତାଙ୍କୁ ପଏସା ଦେଲେ ହେଲେ କେତେ ଦିନ୍ ସବୁ ଗାଁ ଲୁକେ ଅଟକୀ ରହିଥିଲେ ପଞ୍ଚାୟତ ତରଫ ରୁ କିଛି ସାହାଯ୍ୟ ହେବା ହେଲେ ସରପଞ୍ଚ ହାତ୍ ଟେକି ଦେଲେ ସେଶ୍ କେ ଚିନ୍ତା ରେ ଗାଁ ବାସି ।
ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର
Back to top button
error: Content is protected !!