ଅପରାଧଜୀବନଚର୍ଯ୍ୟାତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭସ୍ପେସାଲ୍ ରିପୋର୍ଟ

ସିଭିଲ୍ କୋର୍ଟ ସାମ୍ନାରେ ଦୁର୍ଘଟଣା,ଜନେ କର୍ ଗଲା ଜୀବନ

ହସ୍ପିଟାଲ୍ ରେ ଭର୍ତ୍ତି ପରେ ମୃତ୍ୟୁ

ବଲାଙ୍ଗିର;୨୩/୦୨(ମୋର୍ ସମିୟା) ଆଜି ସକାଲୁ ତାଲପାଲି ପଡ଼ା ର ଅବସରପ୍ରାପ୍ତ ଜଣେ ବ୍ୟାଙ୍କ କର୍ମଚାରି ଅକ୍ଷୟ ମିଶ୍ର । ରାସ୍ତା ପାର ହେଇ କରି ତୁନଶାଗ ଘିନି ଯିବାର ସମିୟା ନେ ଦ୍ରୁତ ଗତି ରେ ପାଟଣାଗଡ଼ ଆଡୁ ଆସୁଥିବାର ଗୁଟେ ପଲସର ଗାଡ଼ି ନଂ OR 03 6111 ଧକ୍କା ଦେଇ ଥିଲା, ସ୍ଥାନୀୟ ଲୋକେ ଶ୍ରୀ ମିଶ୍ର ଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜ୍ ଆରୁ ହସ୍ପିଟାଲ୍ବା ରେ ଭର୍ତ୍ତି କରିଥିଲେ,ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ବଲାଙ୍ଗିର ପୋଲିସ ପହଞ୍ଚି କରି ଗାଡ଼ି କେ ଜବତ କରବାର୍ ସାଙ୍ଗେ ଘଟଣା ର ତନାଘନା କରୁଛେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!