ଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶ

ଭାରତ ରେ ରହି ପାକିସ୍ତାନ କେ ପଠଉ ଥିଲେ ଭାରତ ର ଭିତରିଆ ଖବର, ଗିରଫ ହେଲେ ୟୁଟ୍ୟୁବର ।

ଭାରତ ରେ ରହି କରୁଥିଲେ ଦେଶଦ୍ରୋହି କାମ୍।

ହରିୟାଣା;୧୮/୦୫(ମୋର୍ ସମିୟା) ଭାରତ ରେ ରହି ପାକିସ୍ତାନ କେ ଭାରତ ର ଗୁପ୍ତତଥ୍ୟ ଦେଉଥିବାର ଅଭିଯୋଗ ରେ ଗିରଫ ହେଇଛନ ହରିୟାଣା ରେ ଜଣେ ଜନାଶୁନା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା। ୨୦୨୩ ମସିହା ରେ ଜ୍ୟୋତି ମାଲହୋତ୍ରା ପାକିସ୍ତାନ ର ଭିସା ପାଇଥିଲେ ଆର୍ ପାକିସ୍ତାନ ଯାଇଥିଲେ । ଇ ସମିୟା ରେ ପାକିସ୍ତାନ ର ଗୁଇନ୍ଦା ବିଭାଗ ସାଙ୍ଗେ ସମ୍ପର୍କ ରଖିଥିଲେ । ଗୁଇନ୍ଦା ଦାବି କରୁଛେ କି ଜ୍ୟୋତି ଭାରତ ଫିରବାର ପରେ ବି ପାକିସ୍ତାନ ଗୁଇନ୍ଦା ବିଭାଗ ସାଙ୍ଗେ ସମ୍ପର୍କ ରଖିକରୀ ଭାରତ ର ଭିତରିଆ ଖବର ଦଉଥିଲେ । ଇ ଖବର ପାଇଲା ପରେ ଭାରତ ର ଗୁଇନ୍ଦା ବିଭାଗ ତାଙ୍କର ଗତିବିଧି ଉପରେ କଡ଼ା ନଜର ରଖିଥିଲେ । ପ୍ରମାଣ ପାଏବାର ପରେ ଗଲା କାଲି ତାଙ୍କୁ ପୋଲିସ ଗିରଫ କରିଛେ । ଜ୍ୟୋତି ଙ୍କର ସାଙ୍ଗେ ଆର୍ ୬ ଜଣ କେ ବି ଗିରଫ କରି ପଚରାଉଚରା କରୁଛେ ପୋଲିସ ।

ଭାରତ ରେ ରହି ଭାରତ ଲାଗି କରୁଥିଲେ ଦେଶଦ୍ରୋହି କାମ୍।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!