ଜୀବନଚର୍ଯ୍ୟାତାଜା ଖବର
ବଲାଙ୍ଗିର ବ୍ଲୁଲାଗୁନ ହୋଟେଲ ଉପରୁ ଡେଗଲେ ନିଶାସକ୍ତ ଯୁବକ ।
ଭୀମ ଭୋଇ ଡ଼ାକ୍ତରଖାନା ରେ ଗୁରୁତର ଅବସ୍ଥାରେ ଭର୍ତ୍ତି ।

ବଲାଙ୍ଗିର;୨୯/୦୪(ମୋର୍ ସମିୟା) ହୋଟେଲ ରେ ନିଶା ସେବନ କରି ହୋଟେଲ ଉପରୁ ଡେଗିଦେଲେ ଯୁବକ । ଯୁବକ ଜଣକ ହେଲେ ବଲାଙ୍ଗିର ମଧିଆପାଲି ର ରାଜେଶ ଦୀପ । ବଲାଙ୍ଗିର ସହର ରେ ଥିବାର ହୋଟେଲ ବ୍ଲୁଲାଗୁନ ରେ ୪ ଜନ ସାଙ୍ଗ ରହୁଥିଲେ । ସମସ୍ତେ ନିଶା ସେବନ କରିଥିଲେ । କେନସି କରଣ୍ ରୁ ରାଜେଶ ହୋଟେଲ୍ ତଲ୍ କେ ଡେଗି ଦେଇଥିଲେ । ଡେଗବାର ପରେ ହୋଟେଲ କର୍ମଚାରୀ ମାନେ ଗୁରୁତର ଅବସ୍ଥା ରେ ରାଜେଶ କେ ଅମ୍ବୁଲେନ୍ସ ରେ ଭୀମ ଭୋଇ ଡ଼ାକ୍ତରଖାନା କେ ପଠେଇ ଥିଲେ । ପୋଲିସ ର ପ୍ରାଥମିକ ତଦନ୍ତ ରୁ ଜଣା ପଡ଼ିଛେ ଯେ ସେମାନେ ବାହାର୍ କେ କାମ କରବାର କେ ଜାଇଥିଲେ । ସେମାନେ କେନ୍ କାରଣ ରୁ ହୋଟେଲ ରେ ରହିଥିଲେ ତଦନ୍ତ କରୁଛେ ପୋଲିସ ।
ଘଟଣା ସ୍ଥଳରେ ରେ ଆଦର୍ଶ ଥାନା ପୋଲିସ ପହଞ୍ଚି ଛାନଭିନ ଆରମ୍ଭ ।