ଜୀବନଚର୍ଯ୍ୟାସ୍ପେସାଲ୍ ରିପୋର୍ଟ
ସେବା କେ ପହେଲା ଧ୍ୟାନ୍ ଦେଇଛେ ସମୀର ଦିବ୍ୟାଙ୍ଗ ସହାୟତା ଟ୍ରଷ୍ଟ
୧୯୫ ଜନ୍ ଛାତ୍ର ଛାତ୍ରୀ ଙ୍କୁ ଡ୍ରେସ୍ ଦେଇ ସେବା

ବରଗଡ଼;୦୧/୦୩(ମୋର୍ ସମିୟା) ବାପୁଜୀ ସ୍ଵତନ୍ତ୍ର ବିଦ୍ୟାଳୟ ରେ ସମୀର ଦିବ୍ୟାଙ୍ଗ ସହାୟତା ଟ୍ରଷ୍ଟ ତରଫରୁ ଡ୍ରେସ ବଣ୍ଟନ କରାଗଲା ଇଥିରେ ମୁଖିଆ କୁନୁଆ ଭାବେ ବରଗଡ ଜିଲ୍ଲାପାଲ୍ ଆଦିତ୍ୟ ଗୋୟେଲ ଯୋଗ୍ ଦେଇଥିଲେ ତାଙ୍କର୍ ସାଙ୍ଗେ ବରଗଡ dsso ସମୀର ଦିବ୍ୟାଙ୍ଗସହାୟତା ଟ୍ରଷ୍ଟ ରୁ ମୁଖ୍ୟ ଟ୍ରଷ୍ଟ କୀର୍ତ୍ତନ ଦାଶ,କିଶୋର ଦେବତା,ମୀନକେତନ ବହିଦାର,ପିଣ୍ଟୁ ନାୟକ ଙ୍କର୍ ସାଙ୍ଗେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟତ୍ରୀ ଭାଗ ନେଇଥିଲେ ୧୯୫ ଜନ୍ ଛାତ୍ର ଛାତ୍ରୀ ଙ୍କୁ ଡ୍ରେସ୍ ବଣ୍ଟନ କରିଥିଲେ ।
ଇ କାମ କେ ନେଇ କରି ଚାରି ଆଡେ଼ ପ୍ରସଂଶା କରୁଛନ୍ ।