ସାବଧାନ..!! ଗୁଟଖା ଖାଉ ଲୋକ ମାନେ,ବସ୍ତା ବସ୍ତା ନକଲି ଗୁଟଖା ଜବତ କରିଛେ ପୋଲିସ୍ ।
ସବୁ ନକଲି ଦେଖି ଲୋକେ କାବା

କଟକ୨୯/୦୩(ମୋର୍ ସମିୟା) ଖୁଣ୍ଟୁଣୀ ବଜାରରେ ଗୁଟେ ପିକଅପ୍ ଭ୍ୟାନ୍ ରୁ ବହୁତ୍ ଟେ ନକଲି ଗୁଟଖା ଆରୁ ୨୨ ଲକ୍ଷ ଟଙ୍କା ଜବତ କରିଛେ। ଗୁଇନ୍ଦା ସୂଚନା ହିସାବେ ଇ କାର୍ଯ୍ୟାନୁଷ୍ଠାନ ହେଇଥିଲା
ଖୁଣ୍ଟୁଣୀ ପୋଲିସ ଖବର ପାଇଥିଲା ଯେ ଢେଙ୍କାନାଳରୁ କଟକ ଯାଉଥିବାର୍ ଗୁଟେ ଗାଡ଼ିରେ ବେଆଇନ ଗୁଟଖା ଚାଲାନ୍ ହେଉଛେ। ଇତାର୍ ପରେ,ପୋଲିସ NH-55 ର ଖୁଣ୍ଟୁଣି ବଜାର ପାଖେ ଗାଡି ଅଟକେଇ କରି ତଲାସି କରିଥିଲା।
ତଲାସି ସମିୟା ରେ, ପୋଲିସ କେ ଗାଡ଼ି ନୁ ଧଲା ପ୍ଲାଷ୍ଟିକ୍ ବେଗରେ ପ୍ୟାକ୍ ହୋଇଥିବାର୍ ବହୁତ୍ ସାରା ନକଲି ଗୁଟଖା ପାଇଥିଲା। ଇତାର ଗାଡ଼ି ନୁ ପାଖାପାଖି ୧୬ ଲାଖ୍ ଟଙ୍କା ବି ଉଦ୍ଧାର କରିଛେ।
ପୋଲିସ କେ ଦେଖି ଗାଡ଼ି ର ଡ଼୍ରାଇଭର ଦୌଡ଼ି କରି ପଲାଲା,ପୋଲିସ ଭିନ୍ ଭିନ୍ ଜାଗା ରେ ଚଢାଉ କରି ଦୁଇ ଜନ୍ କେ ଅଟକ ରଖିଛେ।
ଚୌଦ୍ୱାରର ଏସଡିପିଓ ଉମାକାନ୍ତ ନାୟକ କହିଛନ୍ ଜେ, “ଆମେ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଲୁ ଯେ ଏକ ବନ୍ଦ ପିକଅପ୍ରେ ଢେଙ୍କାନାଳରୁ କଟକକୁ ନକଲି ଗୁଟଖା ଅଣାଯାଉଛି। ଆମେ ତୁରନ୍ତ ଏ ବିଷୟରେ ଖୁଣ୍ଟୁଣୀ ଥାନା ଅଧିକାରୀଙ୍କୁ ଜଣାଇଲୁ ଏବଂ ସେ ତାଙ୍କ ଦଳ ସହିତ ଖୁଣ୍ଟୁଣୀ ବଜାରକୁ ଯାଇ ପିକଅପ୍ଟିକୁ ଚିହ୍ନଟ କଲେ। ଆମକୁ ଦେଖି ଡ୍ରାଇଭର ଘଟଣାସ୍ଥଳରୁ ପଳାଇଗଲେ। ଏହା ପରେ, ଯେତେବେଳେ ଆମେ ଗାଡ଼ି ଯାଞ୍ଚ କଲୁ, ସେତେବେଳେ ୩୭ଟି ଧଳା ବସ୍ତାରେ ନକଲି ଗୁଟଖା ପ୍ୟାକେଟ ପାଇଲୁ। ଜବତ ପ୍ରାୟ ୩୧ କେଜି ନକଲି ଗୁଟଖା ପ୍ୟାକେଟର କୌଣସି ରସିଦ ନଥିଲା। ଆମେ ଅଧିକ ଖୋଜାଖୋଜି କରିବା ସମୟରେ ଡ୍ରାଇଭରଙ୍କ ବ୍ୟାଗରୁ ୧୬,୫୪,୭୦୦ ଟଙ୍କା ପାଇଲୁ, ଯାହାକୁ ଆମେ ଜବତ କରିଛୁ। ଏ ସମ୍ପର୍କରେ ଖୁଣ୍ଟୁଣୀ ଥାନାରେ ଏକ ମାମଲା ରୁଜୁ କରାଯାଇଛି ଏବଂ ମାମଲାର ତଦନ୍ତ କରିବା ସମୟରେ, ଆମେ ଦୁଇଜଣଙ୍କୁ ଅଟକ ରଖିଛୁ ଯାହାଙ୍କଠାରୁ ₹୫୦,୦୦୦ ରୁ ଅଧିକ ନଗଦ ଜବତ କରାଯାଇଛି। ଆମେ ନକଲି ଗୁଟଖା ପ୍ୟାକେଟ ଏବଂ ନକଲି ଗୁଟଖା ପ୍ୟାକେଟ ଜବତ କରି ଅଧିକ ତଦନ୍ତ କରୁଛୁ।”
ଏତେ କହିଛନ ଅଧିକାରୀ ଆରୁ ଇହାଦେ ପୋଲିସ୍ ତନାଘନା ଜାରି କରିଛେ ପତା ଲଗାଉଛେ ଜେ ଇ ଗ୍ୟାଙ୍ଗ ରେ କିଏ କିଏ ସାମିଲ୍ ଅଛନ୍ କେନ୍ କେ ନକଲି ଗୁଟଖା ଯାଉଥିଲା ସବୁ ଥିର୍ ତଦନ୍ତ ବାକି ଅଛେ