ଅପରାଧ

ସ୍ବାମୀ ବନିଗଲା ହତ୍ୟାକାରି

ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଲା ଗାଁ ନ ସ୍ବାମୀ ର ଟାଙ୍ଗିଆ ଚୋଟ ରେ ସ୍ତ୍ରୀ ମୃତ

ବଲାଙ୍ଗିର;୦୨/୦୪(ମୋର୍ ସମିୟା) ଆଜି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଲା ଗାଁ ର ଗୌତମ ବିଶ୍ଵାଳ ନାଁ ର ଜଣେ ବ୍ୟକ୍ତି ତାଙ୍କର ସ୍ତ୍ରୀ ଅମୂଲ୍ୟା ବିଶ୍ଵାଳ କେ ଖାଏବାର କେ ନାଇଦେବାର ବଲି ଟାଙ୍ଗିଆ ରେ ପିଟି ମାରି ଦେଇ ଥିବାର ଅଭିଯୋଗ ।

ଗଲା କାଏଲ୍ ରାତି,ଦୁଇ ପିଲାର୍ ସାଙ୍ଗେ ଅମୂଲ୍ୟା ସୁଇ ଥିବାର ଅବସ୍ଥା ରେ ବେଙ୍କ ରେ ଟାଙ୍ଗିଆ ରେ ହାନି କରି ହତ୍ୟା କରିଥିବାର ଅଭିଯୋଗ, ଇ ଟା ଦେଖି କରି ସାଙ୍ଗେ ସୁଇଥିବାର ଦୁହୀ ପୁଅ ଚିତ୍କାର କରିଥିଲେ, ପରେ ପରିବାର ଲୋକ ଆସିଯିବାର ନୁ ଟାଙ୍ଗିଆ ଧରି ଫେରାର ମରିଥିଲା ସ୍ବାମୀ ।

ପୋଲିସ ଆସି ରକ୍ତ ଯୁଡୁବୁଡୁ ଅବସ୍ଥା ରେ ମୃତ ଦେହ ଉଦ୍ଧାର କରବାର ସାଙ୍ଗେ ଭୀମ ଭୋଇ ମେଡିକାଲ କଲେଜ କେ ବ୍ୟବଛେଦ ଲାଗି ପଠେଇ ଦେଇଛେ ।

ଘଟଣାସ୍ଥଳ ରେ ପୋଲିସ ପହଞ୍ଚିକରି ତଦନ୍ତ କରବାର ସାଙ୍ଗେ ହତ୍ୟା କରାଜାଇଥିବାର ଟାଙ୍ଗିଆ କେ ଜବତ କରବାର ସାଙ୍ଗେ ହତ୍ୟାକାରି ସ୍ବାମୀ କେ ଗିରଫ କରିଛେ ପୋଲିସ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!