ଜୀବନଚର୍ଯ୍ୟାତାଜା ଖବରସ୍ପେସାଲ୍ ରିପୋର୍ଟ
ଦାନବାକ୍ସ ଧରି କଣ୍ଟାବାଞ୍ଜି – ପାଟଣାଗଡ଼ ମୁଖ୍ୟ ରାସ୍ତା ଅବରୋଧ କଲେ ଛାତ୍ର ଛାତ୍ରୀ
ସାରା ରାଏଜେ ବନେ ଚର୍ଚା ଧରିଛେ

ବଲାଙ୍ଗିର; ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ର ବ୍ରହ୍ମପୁରା ପ୍ରାଥମିକ ବିଦ୍ୟାଳୟ ରେ ଶ୍ରେଣୀ ଗୃହ ନାଇ ଥିବାର ନୁ ପାଠ ପଢ଼ା ରେ ବ୍ୟାଘାତ ହେଉଛେ ବୋଲି ଅଭିଯୋଗ କଲେ ଅଭିଭାବକ ଓ ଛାତ୍ର ଛାତ୍ରୀ, ସ୍କୁଲ୍ ରେ ଗୁଟେ ଗେଟ ବି ନାଇ ଥିବାର ନୁ ରାତି ରେ ମଦୁଆ ମାନେ ଆସି ସ୍କୁଲ୍ ରେ ମଦ ପିଉଥିବାର ଅଭିଯୋଗ କରିଛନ ଅଭିଭାବକ ।
ଦାନବାକ୍ସ ଧରି ଆମକେ ଦାନ ଦିଅ ଆମେ ଦାନ ପଇସା ନୁ ସ୍କୁଲ୍ ଗୃହ ନିର୍ମାଣ କରମୁ ବଲି ଦାବି କରଲେ ଛାତ୍ର ଛାତ୍ରୀ ।
ଘଟଣା ସ୍ଥଳ ରେ ଉପ ଜିଲ୍ଲାପାଳ ଆସି ବୁଝାସୁଜା କରବାର ନୁ ଆନ୍ଦୋଳନ ରୁ ଉଠିଥିଲେ ଛାତ୍ର ଛାତ୍ରୀ।