କୋଶଳ ସପକ୍ଷ ରେ ଆବାଜ୍ ଉଠାଲେ ହାସ୍ୟ ଅଭିନେତା ଯୋଗେଶ ଜୋଜୋ ।
ରୋଶନ ଙ୍କର ପରେ ଯୋଗେଶ ଉଠାଲେ ଆବାଜ୍ ।

ଯୋଗେଶ ଯୋଜୋ; ମୁଇ ମୋର୍ ମା ମାଟି କେ ବହୁତ୍ ଭଲ ପାଏସି ଓ ଜୟ ନାରାୟଣ ମିଶ୍ର ଆଜ୍ଞା କହିଥିବର୍ କଥା କେ ସମ୍ପୂର୍ଣ୍ଣ ମାତ୍ର ରେ ସମର୍ଥନ କରୁଛେ ।
ଜେନମାନେ କହୁଥିଲେ କି ସମ୍ବଲପୁରୀ କୋଶଳୀ ଭାଷା ଗୁଟେ ଭାଷା ନାଇ ସେ, ୧୯୩୬ ମସିହା ରେ ଓଡ଼ିଶା ରାଜ୍ୟ ହେଲା ଆଉ ତାର ପୂର୍ବରୁ ପଶ୍ଚିମ ଓଡ଼ିଶା ବା କୋଶଲାଞ୍ଚଳ ରେ କେନ୍ ଭାଷା କହୁଥିଲେ ବଲି ପ୍ରଶ୍ନ କରିଛନ । ଯଦି ଇଟା ଭାଷା ନାଇ ହେଇଥିତା ତାହେଲେ ଇ ଅଞ୍ଚଳ ରୁ ସେ ଭାଷା ଲାଗି ୪-୫ ଟା ରୁ ଅଧିକା ପଦ୍ମଶ୍ରୀ କେନ୍ତା ପାଇଲେ,ଆମର ଅଞ୍ଚଲ ର ଭାଷା ରେ ହେଇଥିବାର ସବୁ ଫିଲ୍ମ ଜାତୀୟ ସ୍ତର ରେ ମାନ୍ୟତା ପାଇଛେ,ଆମର ଭାଷା ଆମର ଲାଗି ମିଠା କହେଲେ ଯୋଜୋ ।
ବିଧାୟକ ସୂର୍ୟବଂଶି ସୁରଜ କହିଥିଲେ କି ସମ୍ବଲପୁରୀ କୋଶଳୀ ଭାଷା କେ ସମ୍ବିଧାନ ର ଅଷ୍ଟମ ଅନୁଛଦ ରେ ଜାଗା ନାଇ ମିଲେ ବଲି ଆଉ ଇ କଥା କେ ନେଇ କରି ଯୋଜୋ କହେଲେ ଇ ନୁ ଜଣା ପଡ଼ିଯାଉଛେ କି ଆମର ଅଞ୍ଚଳ ର ପ୍ରତି କେତେ ବୈମାତୃକ ମନୋଭାବ ଅଛେ ।
କିଛିଜଣ କହୁଛନ ଆମେ ମାନେ ଦେଶଦ୍ରୋହି ବଲି ଯଦି ଆମେ ଆମର ନିଜର ମା ମାଟି ଲାଗି ଦେଶଦ୍ରୋହି ହେବାର ପଡ଼େ ତାହେଲେ ମୁଇ ରାଜି ଅଛେ । ଇ ଆନ୍ଦୋଳନ ଟା ଆଜିର ନାଇସେ ଇ ଟା ବହୁତ୍ ପୁରାତନ ଏ ଆଉ ଆଜି ନାଇ ହେଲେ କାଲି କୋଶଳ ରାଜ୍ୟ ବାଧ୍ୟ ହେବା କହେଲେ ଯୋଜୋ ।
ପଶ୍ଚିମ ଓଡ଼ିଶା ର ସବୁ ନେତାମନ୍ତ୍ରୀ ଙ୍କୁ ବି ଅନୁରୋଧ କଲେ ଯୋଜୋ, କହେଲେ ଆପଣଙ୍କର ପାଟି କେ ଟିକେ ଦୁରେ ରଖି କରି ମା ମାଟି ର ଲାଗି ଲଢ଼େଇ କରୁନ ଆପଣମାନେ ମିଶିଗଲେ ଆମର ହକ୍ ଆମକେ ଆଉ ଜଲଦି ମିଲିଯିବା ।
ଇ ମାଟିରେ ର ଜମନ୍ ଇ ମାଟିରେ ମରନ କହି ଭିଡିଓ ମାଧ୍ୟମ ଟେ ବାର୍ତ୍ତା ଦେଲେ ପଶ୍ଚିମ ଓଡ଼ିଶା ର ଘରେ ଘରେ ପରିଚିତ ହାସ୍ୟ ଅଭିନେତା ଯୋଗେଶ ଯୋଜୋ ।