ଜୀବନଚର୍ଯ୍ୟାତାଜା ଖବର

ଆଜି ବାହାରିବା ମେଟ୍ରିକ୍ ପରୀକ୍ଷା ରେଜଲ୍ଟ ।

ବେଲବୁଡା ୪ ବଜେ ଆସବା ପରୀକ୍ଷା ଫଲ୍ ।

ଭୁବନେଶ୍ୱର;୦୨/୦୫(ମୋର୍ ସମିୟା) ଆଜି ଆସବା ମେଟ୍ରିକ୍ ପରୀକ୍ଷା ଫଲ୍ । ଗଲା ଫେବୃୟାରୀ ୨୧ ତାରିଖ ରେ ମୁଲ୍ ହେଇଥିଲା ମେଟ୍ରିକ୍ ପରୀକ୍ଷା । ୫ ଲକ୍ଷ ୨୨ ହଜାର ୩୩୬ ପରୀକ୍ଷାର୍ଥୀ ଦେଇଥିଲେ ପରୀକ୍ଷା । ଇ ବର୍ଷ କପି ରୋକବାର ଲାଗି ସବୁ ପରୀକ୍ଷା କେନ୍ଦ୍ର ରେ ସିସିଟିଭି କ୍ୟାମେରା ର ବ୍ୟବସ୍ଥା ସାଙ୍ଗେ କଡ଼ାକଡ଼ି ହେଇଥିଲା ମେଟ୍ରିକ୍ ପରୀକ୍ଷା। ପରୀକ୍ଷା ସରଲା ପରେ ମାର୍ଚ୍ଚ ୧୯ ରୁ ମୁଲ୍ ହେଇଥିଲା ଖାତା ସୁଧା । ସରୀଯାଇଛେ ଖାତା ଦେଖା । କାଲି ଆସୁଛେ ଛାତ୍ର ଛାତ୍ରୀ ଙ୍କର ଭାଗ୍ୟ ପରୀକ୍ଷା । ଆଏବା କାଲି ବେଲବୁଡ଼ା ୪ ବଜେ ବୋର୍ଡ କାର୍ଯ୍ୟାଳୟ ରେ ବାହାରିବା ରେଜଲ୍ଟ । ଛାତ୍ର ଛାତ୍ରୀ ସନ୍ଧ୍ୟା ୬ ବଜେ ପରେ ବୋର୍ଡ ର ୱେବ୍ ସାଇଟ୍ www.bseodisha.ac.in ରେ ତାଙ୍କର ରେଜଲ୍ଟ ଦେଖି ପାରବେ । ଓ ମେସେଜ ମାଧ୍ୟମ ରେ ବି ଦେଖି ପାରବେ ରେଜଲ୍ଟ ।

ମାଧ୍ୟମିକ ଶିକ୍ଷା ପରିଷଦର ତରଫ ରୁ ସୂଚନା ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!