ଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶ

ଏଲପିଜି ଗ୍ୟାସ୍ ସିଲିଣ୍ଡର ବଢ଼ଲା ୫୦ ଟଙ୍କା ।

ଖାଉଟି କେ ପଡୁଛେ ମହଙ୍ଗା ମାଡ଼ ।

୧୪ କିଲୋଗ୍ରାମ ଏଲପିଜି ଗ୍ୟାସ୍ ସିଲିଣ୍ଡର୍ ଦାମ୍ ୫୦ ଟଙ୍କା କେ ବଢ଼ାଲେ ସରକାର୍ । ଖାଉଟି କେ ପଡୁଛେ ମହଙ୍ଗା ମାଡ଼ । ଉଜ୍ଵଳା ଯୋଜନା ରେ ମିଲୁଥିବା ସିଲିଣ୍ଡର୍ ୫୦୩ ଟଙ୍କା ନୁ ୫୩୩ ଟଙ୍କା ହେବା । ଅଲଗା ସିଲିଣ୍ଡର୍ ର ଦାମ୍ ବି ୮୦୩ ରୁ ୮୫୩ ଟଙ୍କା ହେବା । ଗଲା ବର୍ଷ ଶେଷଥର ଲାଗି ଅଗଷ୍ଟ ମାସେ ଗ୍ୟାସ୍ ସିଲିଣ୍ଡର୍ ଦାମ୍ ରେ ପରିବର୍ତ୍ତନ ହେଇଥିଲା ।

ସୂଚନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ ହରଦିପ ସିଂ ପୁରୀ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!