ଜୀବନଚର୍ଯ୍ୟାତାଜା ଖବର

ଖରା ତାତି ନୁ ମିଲବା ତ୍ରାହି ଆସୁଛେ ବର୍ଷା ।

ଆଜି ନୁ ୧୨ ତାରିଖ ତକ୍ ବର୍ଷା ସମ୍ଭାବନା ।

ଗରମ୍ ତାତି ନେ ଆଉଟୁ ପାଉଟୁ ହେଉଛେ ସାରା ଓଡ଼ିଶା । ଇ ଗରମ ସମିୟା ରେ ମିଲିଛେ ଆସ୍ଵସ୍ତି ର ଖବର । ବଙ୍ଗୋସାଗରରେ ସୃଷ୍ଟି ହେଇଛେ ଲଘୁଚାପ,ଲଘୁଚାପ ପ୍ରଭାବନେ ଆସବାର ୧୨ ତାରିଖ ତକ୍ କାଳବୈଶାଖୀ ବର୍ଷା ସମ୍ଭାବନା । ପଶ୍ଚିମ କେଦ୍ରୀୟ ବଙ୍ଗୋପସାଗର ରେ ଉତ୍ତର-ପଶ୍ଚମ୍ ଦିଗେ ଗତି କରବାର ସମ୍ଭାବନା । ପରେ ଉତ୍ତର-ପୂର୍ବ ଦିଗେ ଗତିକରି ଦୁର୍ବଳ ହେବାର ସମ୍ଭାବନା ।

ଆଜି ନୁ ୧୨ ତାରିଖ ତକ୍ ଉପକୂଳ ଅଞ୍ଚଳ ସାଙ୍ଗେ ରାଜ୍ୟ ର ଭିନ୍ ଭିନ୍ ଜାଗା ରେ ବର୍ଷା ହେବାର ସମ୍ଭାବନା ।ଏପ୍ରିଲ୍ ୧୨ ତାରିଖ ପରେ ବଦଲିବା ପାଣିପାଗ ଫେର ଗରମ୍ ତାତି ଅନୁଭବ ହେବା ।

ସୂଚନା ଦେଲା ପାଣିପାଗ ବିଭାଗ ।

 

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!