ଅପରାଧଜୀବନଚର୍ଯ୍ୟାତାଜା ଖବର
ବଲାଙ୍ଗିର ମାଲପଡ଼ା ରେ ଦାମୁର ଛୁଆ ର ଆଖି ଟାଡି ଦେଲା ନିଶାଶକ୍ତ ଯୁବକ ।
ପୋଲିସ ହାତେ ଦେଲେ ସ୍ଥାନୀୟ ଲୋକେ ।

ବଲାଙ୍ଗିର;୧୫/୦୪(ମୋର୍ ସମିୟା) ଆଜି ବଲାଙ୍ଗିର ମାଲପଡ଼ା ରେ ଜଣେ ନିଶାସକ୍ତ ଯୁବକ ଆସି ରାସ୍ତା ତରେ ଥିବାର ଗୁଟେ ନିରୀହ ଦାମୁର ଛୁଆ ର ଆଖି ଟାଡି ଦେଇଛନ । ଅଭିଯୁକ୍ତ ଜଣକ ନିଶା ଖାଇଥିବାର ଜଣାପଡ଼ିଛେ । ସ୍ଥାନୀୟ ଲୋକେ ଅଟକ ରଖି ମାଡ଼ ମାରବାର ସାଙ୍ଗେ ପୋଲିସ କେ ଦେଇଛନ୍ । ଯୁବକ ଜଣକ ଅଲଗା କାହାର ନ ମାଡ଼ ଲାଗି କରି ଦାମୁର ଉପରେ ରାଗ ସୁଝାବାର୍ ଉଦ୍ୟମ କରିଥିବାର କହୁଛନ । ଆଖି ଟାଡି ଦେଇ ଦଉଡି ପଲେଇ ଯାଉଥିବାର୍ ସମିୟା ରେ ଧରିପକାଲେ ସ୍ଥାନୀୟ ଲୋକେ ।
ପଶୁପ୍ରେମୀ କାହ୍ନା ସତପଥି ଓ ସ୍ଥାନୀୟ କିଛି ଲୋକେ ଦାମୁର ଛୁଆ କେ ଚିକିତ୍ସା ଲାଗି ନେଇଛନ । ଘଟଣା କେ ନିନ୍ଦା କରିଛନ ପଶୁପ୍ରେମୀ ଓ ସ୍ଥାନୀୟ ଲୋକେ ଦିନୁଦିନ କେ ନିଶା କାରବାର ବଢ଼ୁ ଥିବାର ନୁ ବଲାଙ୍ଗିର ଅଶାନ୍ତ ହଉଛେ ଓ ଇ କାରଣ ଲାଗି ମଣିଷ ସାଙ୍ଗେ ନିରୀହ ପଶୁ ବି ପାଉଛନ କଷ୍ଟ ।