ଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶ
ପହଲଗାମ ଆକ୍ରମଣକାରି ର ଘରେ ବମ୍ ଲଗେଇ ଉଡେଇ ଦେଲେ ସେନା ।
ଆରମ୍ଭ ହେଉଛେ ପ୍ରତିଶୋଧ ର ନିଆଁ ।

ପହଲଗାମ ଆକ୍ରମଣ ରେ ସାମିଲ ଥିବାର ଆତଙ୍କି ଙ୍କର ଉପରେ ନିଆ ଯାଉଛେ କଡ଼ା ପଦକ୍ଷେପ । ଚାରି ଆଡୁ ଆସୁଛେ ପ୍ରତିଶୋଧ ର ସ୍ୱର । ପହଲଗାମ ଆକ୍ରମଣ ରେ ସାମିଲ୍ ଥିବାର ଆସିଫ ଶେଖର ମୋଗାମା ର ଘର କେ ବମ୍ ରେ ଉଡେଇ ଦେଲେ ଭାରତୀୟ ସେନା । ତାର ଘରେ ସୁରକ୍ଷାକର୍ମୀ ମାନେ ରେଡ୍ କରୁଥିବାର ସମିୟା ରେ ଅନେକ ସନ୍ଦିଗ୍ଧ ବାକ୍ସ ମିଲିଥିଲା । ସେଟା ସବୁ ବମ୍ ଥିଲା ବଲି କହିଥିଲେ ସୁରକ୍ଷାକର୍ମୀ । ପରେ ସେ ବମ୍ କେ ନଷ୍ଟ କରିଦେଇଥିଲେ ଓ ଘର ଧ୍ବଂସ କରିଥିଲେ ଭାରତୀୟ ସେନା। ଆଉ ଜଣେ ଅଭିଯୁକ୍ତ ଆଦିଲ ଶେଖର ର ଘର୍ କେ ବୁଲଡେଜର ଚଲେଇ ଦେଇଛେ ଜାମ୍ମୁ କାଶ୍ମୀର ପ୍ରଶାସନ ।
ଇ ଘଟଣା ରେ କିହେ ମୃତାହାତ ନେଇ ହେଇଥିବାର ସୂଚନା।