ପ୍ରଧାନମନ୍ତ୍ରୀଙ୍କ ଘରେ ବସଲା ବୈଠକ ଯୋଗ ଦେଲେ ୩ ସେନା ର ମୁଖ୍ୟ ।
ନିଆଯାଇ ପାରେ ବଡ଼ ପଦକ୍ଷେପ।

ନୂଆଦିଲ୍ଲୀ;୨୯/୦୪(ମୋର୍ ସମିୟା) ଗଲା ଏପ୍ରିଲ୍ ୨୨ ତାରିଖ ଜାମ୍ମୁ କାଶ୍ମୀର ର ପହଲଗାମ୍ ନ ହେଇଥିବାର ଲୋମଟାଙ୍କୁରା ଘଟଣା କେ ଭୁଲି ନାଇ ପାରବାର ଭାରତ ବାସି । ସବୁ ଭାରତୀୟ ଙ୍କର ମନେ ଅଛେ ପ୍ରତିଶୋଧ ର ନିଆଁ ।
ଇ ଘଟଣା କେ ନେଇ କରି ଆଜି ପ୍ରଧାନମନ୍ତ୍ରୀ ଙ୍କର ଘରେ ୩ ସେନା ର ମୁଖ୍ୟ ସାଙ୍ଗେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ପ୍ରଧାମନ୍ତ୍ରୀଙ୍କ ର ଅଧ୍ୟକ୍ଷତା ରେ ବସିଛେ ପ୍ରାୟ ଦେଢ଼ ଘଣ୍ଟା ର ବଡ଼ ବୈଠକ । ନିଆଯାଇ ପାରେ ବଡ଼ ପଦକ୍ଷେପ । ପହେଲା ରୁ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇ ଘଟଣା କେ ନିନ୍ଦା କରବାର ସାଙ୍ଗେ ଦୋଷୀ କେ କଠୋର ଦଣ୍ଡ ରେ ଦଣ୍ଡିତ କରବାର କେ ନିର୍ଦ୍ଧେଶ ଦେଇଥିଲେ। ଆକ୍ରମଣକାରୀ କେ ପାଲଟା ଜବାବ ଦେବାର କେ ସେନା ବାହୀନି ର ନିର୍ଦ୍ଧେଶ ଦିଆ ଯାଇଛେ । ଆତଙ୍କି ଜେନ କୋଣ ଅନୁକୋଣ ରେ ଲୁକିଥିଲେ ବି ତାଙ୍କୁ କାଢ଼ି କରି ତାଙ୍କର କଳ୍ପନା ବାହାରେ ଦଣ୍ଡ ଦିଆଯିବ କହିଛନ ମୋଦୀ।
ପ୍ରଧାନମନ୍ତ୍ରୀ ଙ୍କର ଅଧ୍ୟକ୍ଷତା ରେ ବୈଠକ ପରେ ବୈଠକ ଚାଲିଛେ, ଦେଶବାସୀ ଙ୍କର ମନ୍ ରେ ପ୍ରଶ୍ନ କେବେ ନିଆଯିବା ବଡ଼ ପ୍ରତିଶୋଧ ।