ତାଜା ଖବର

ଖୋଲିଲା ହୀରାକୁଦ ଡ଼୍ୟାମ ର ୫ ଗେଟ୍ ।

ସମ୍ବଲପୁର;୦୨/୧୧(ମୋର୍ ସମିୟା) ବାତ୍ୟା ଅର୍ଣ୍ଣବ୍ ଲାଗି ଉପର୍ ମୁଡେ ପ୍ରବଳ ବର୍ଷା ଲାଗି ୫ ଗେଟ୍ ଖୁଲା ହୀରାକୁଦ । ଜଳ ଭଣ୍ଡାର ରେ ପାଏନ୍ ଧୀରେ ଧୀରେ ବଢ଼ୁଥିବାର୍ ଲାଗି ଗେଟ୍ ଖୁଲବାର ନିଷ୍ପତି ନେଇଛନ୍ ଡ୍ୟାମ କର୍ତ୍ତୃପକ୍ଷ। ବର୍ତ୍ତମାନ ଜଳ ଭଣ୍ଡାର ରେ ଜଳ ସ୍ତର ୬୨୯.୯୨ ଫୁଟ ରେ ପହଞ୍ଚିଛେ। ପ୍ରତି ସେକେଣ୍ଡ ରେ ଜଳ ଭଣ୍ଡାର କେ ୧ଲକ୍ଷ ୧୪ ହଜାର ୮୭୯ କ୍ୟୁସେକ ପାଏନ ଆସୁଛେ। ଗେଟ୍ ଖୁଲବାର ପରେ ତଲ୍ ମୁଡ ରେ ନଦୀ କେ ନି ଯିବାର ଲାଗି ଲୋକେ କେ ବାରଣ କରାଯାଇଛେ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!