
ବରଗଡ଼;୦୨/୦୫(ମୋର୍ ସମିୟା) ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍ ବାଘପାଲି ସୁନାଲରମ୍ଭା ଗାଁ ରେ ଘର୍ ଭିତରୁ ୨ ଟା ରକ୍ତ ଯୁଡୁବୁଡ ମଲା ଦିହି ଉଦ୍ଧାର କଲା ଭେଡେନ ପୋଲିସ୍ । ଦୁଇଜଣ ଗାଁ ର ମଧୁସୂଦନ ଭୁଏ ଓ ତରଣୀ ବାଗ ବଲି ଜଣା ପଡିଛେ । ମଧୁସୂଦନ ଘରେ ଦୁହେ କର ରକତ ସର୍ ସର୍ ମଲା ଦିହି ପଡ଼ିଥିଲା । ଗାଁ ଲୋକେ କହିବାର ହିସାବେ କେନସି କଥା କେ ନେଇ ଦୁହେ କର ଭିତରେ ପାଟି ତୁଣ୍ଡ ହେଇଥିଲା ପରେ ସେମାନେ ଦୁହେ ଦୁହେ କେ ଧାରୁଆ ଅସ୍ତ୍ର ରେ ମରାମୁରି ହେଇଥିବାର ସନ୍ଦେହ । ଗଲା କାଲି ବେଲବୁଡା ୩ ରୁ ୪ ବଜେ ଭିତରେ ଘଟିଛେ ଇ ଘଟଣା ।
ଘଟଣା ସ୍ଥଳ ରେ ଭେଡ଼ନ ପୋଲିସ, ବଲାଙ୍ଗିର ଏସପି, ସନ୍ଧାନୀ କୁକୁର, ସାଇନଟିଫିକ୍ ଟିମ୍ ମିଶି ତଦନ୍ତ ଜାରି ।