ଜୀବନଚର୍ଯ୍ୟାତାଜା ଖବରଦେଶ ବିଦେଶ
ଭାରତ ରେ ୨୭ ବିମାନବନ୍ଦର ବନ୍ଦ କଲେ କେନ୍ଦ୍ର ସରକାର ।
୫ ଟା ରାଜ୍ୟ ର ୨୭ ବିମାନବନ୍ଦର ଅନିର୍ଦ୍ଧିଷ୍ଟକାଳ ଲାଗି ବନ୍ଦ ।

ନୂଆଦିଲ୍ଲୀ;୦୮/୦୫(ମୋର୍ ସମିୟା) ଭାରତ – ପାକିସ୍ତାନ ର ଉତ୍ତେଜନା କେ ଦୃଷ୍ଟି ରେ ରଖି କେନ୍ଦ୍ର ସରକାର ୫ ରାଜ୍ୟ ର ୨୭ ବିମାନବନ୍ଦର କେ ଅନିର୍ଦ୍ଧିଷ୍ଟକାଳ ଲାଗି ବନ୍ଦ କରିଦେଇଛନ୍ । ଗଲା କାଲି ଭାରତୀୟ ସେନ ପାକ୍ ସୀମା ରୁ ୧୦୦ କିମି ଭିତର କେ ପଶି କଡ଼ା ଯବାବ ଦେଇଛନ୍ । ଇ କାରଣ ଲାଗି ସମ୍ବେଦନଶୀଳ ବିମାନବନ୍ଦର କେ ବନ୍ଦ କରିଦିଆଯାଇଛେ । ସେ ସବୁ ବିମାନବନ୍ଦର ମାନେ ହେଲା ଶ୍ରୀନଗର, ଲେହ, ଥୋଇସେ, ଅମୃତସର,ଚଣ୍ଡୀଗଡ଼, ଜାମ୍ମୁ, ପଠାନକୋଟ, ଯୋଧପୁର, ଜାମନଗର, ଭୁଜା, ଯୌସଲମେର୍, ସିମଳା, ରଜକୋଟ, ଭଟିଣ୍ଡା, ପୋରବନ୍ଦର ଆଦି ବିମାନବନ୍ଦର କେ ବନ୍ଦ କରିଛନ୍ ସରକାର । ସାଧାରଣ ଲୋକଙ୍କର ଯାତ୍ରା ଲାଗି ଇ ସବୁ ବିମାନବନ୍ଦର ବନ୍ଦ ରହିଛେ ।