ତାଜା ଖବର

ବରଗଡ଼ ବରଡୋଲ ର ଜୈନ ପୋଲି ଫେବ ବସ୍ତା ଫ୍ୟାକ୍ଟ୍ରି ରେ ଭୟଙ୍କର ଅଗ୍ନିକାଣ୍ଡ ।

ସଟସର୍କିଟ ରୁ ଯୁଏ ଲାଗିଥିବାର ସୂଚନା ।

ବରଗଡ଼;୦୯/୦୨(ମୋର୍ ସମିୟା) ଆଜି ସନ୍ଧ୍ୟା ପ୍ରାୟ ୫ ଟା ବେଲକେ ବରଗଡ଼ ବରଡୋଲ ର ଜୈନ ପୋଲି ଫେବ ବସ୍ତା ଫ୍ୟାକ୍ଟ୍ରି ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛେ । ଖବର ପାଇ ଘଟଣା ସ୍ଥଳରେ ବରଗଡ଼ ଅଗ୍ନିଶମ ବାହିନୀ ପହଞ୍ଚି ଯୁଏ କେ ଆୟତ କରବାର କେ ଚେଷ୍ଟା କରିଥଲେ । କିନ୍ତୁ କାରଖାନା ଭିତରେ କେମିକାଲ ଆର୍ ପ୍ଲାଷ୍ଟିକ ସାମାନ ଥିବାର ନୁ ଯୁଏ ଚାରି ଆଡ଼େ ବ୍ୟାପୀ ଯାଇଥିଲା । ଧୂଆଁ ଏତେ ଜୋର୍ ରେ ବାହାରିଥିଲା ଜେ ସାରା ଅଞ୍ଚଳ ଧୂଆଁ ମୟ ହେଇଯାଇଥିଲା । ସଟସର୍କିଟ ରୁ ଯୁଏ ଲାଗିଥିବାର ଜଣାପଡ଼ିଛେ। ଘଟଣା ସ୍ଥଳରେ ୭ ରୁ ୮ ଟା ଦମକଳ ଗାଡ଼ି ଯୁଏ ଲୀଭା କାମ ରେ ନିୟୋଜିତ ଥିବାର ସୂଚନା ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!