
ଭୁବନେଶ୍ୱର;୧୭/୦୫(ମୋର୍ ସମିୟା) ଗଲା ଫେବୃୟାରୀ ମାସେ ଭକ୍ତ ଚରଣ ଦାସ ଙ୍କୁ ପିସିସି ସଭାପତି କରାଯାଇଥିଲା । ଆଉ ଆଜି ଅଲଗା ପଦାଧିକାରୀ ଚୟନ କରାଯାଇଛେ। ଦଲ ର ସଭାପତି, ଉପ ସଭାପତି, କୋଷାଧ୍ୟକ୍ଷ ଘୋଷଣା କରାଯାଇଛେ ।
ସିଦ୍ଧାର୍ଥ ସ୍ୱରୂପ ଦାସ ଙ୍କୁ ଦଲ୍ ର କୋଷାଧ୍ୟକ୍ଷ କରାଯାଇଛେ। ୭ ଜଣ ଙ୍କୁ ସଭାପତି କରାଯାଇଛେ । ସେମାନେ ହେଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ଦେବାଶିଷ ପଟ୍ଟନାୟକ,ସି.ଏସ୍ ରଜେନ୍ ଏକ୍କା, ଲଲାଟେନ୍ଦୁ ମହାପାତ୍ର, ସସ୍ମିତା ବେହେରା, ରାଜେଶ ଜେନା ହେଲେ ଉପ ସଭାପତି ।
୧୦ ଜଣ ଙ୍କୁ ସଧାରଣ ସମ୍ପାଦକ ଓ ୧୨ ଜଣ କେ ସମ୍ପାଦକ କରାଯାଇଛେ ।