
ଭୁବନେଶ୍ଵର;୦୮/୧୦ ( ମୋର୍ ସମିୟା) ଖରା ଗରମ ରୁ ମିଲିପାରେ ଆଶ୍ୱସ୍ତି । ଆଏବାର ୩ ଦିନ ରାଜ୍ୟ ର ଭିନଭିନ ଜାଗା ରେ ବର୍ଷା ସାଙ୍ଗେ ଘିଡଘିଡ଼ ଚଡ଼ଚଡ଼ ହେବାର ନେଇ ପାଣିପାଗ ବିଭାଗ ର ସତର୍କ। ବଲାଙ୍ଗିର,ସୋନପୁର,ବରଗଡ଼,ସମ୍ବଲପୁର,ନୂଆପଡ଼ା,ଝାରସୁଗୁଡ଼ା, ଦେଓଗଡ଼,ଅନୁଗୁଳ, କଟକ,କେନ୍ଦ୍ରାପଡା,ବାଲେଶ୍ୱର,ଭଦ୍ରକ,ଯାଜପୁର ଏନ୍ତା କିଛି ଜିଲ୍ଲା ରେ ବର୍ଷା ସମ୍ଭାବନା । ୯ ତାରିଖ ତକ୍ ବାଦଲ୍ ପାଗ କରିପାରେ।



