ତାଜା ଖବର

ଭୁବନେଶ୍ୱର୍ ନୁ ଫିରଲା ବେଲେ ଟ୍ରକ୍ କେ ପଛାଡୁ ପିଟଲା ଯାତ୍ରୀବାହୀ ବସ୍ ।

ଜଣେ କର ଜୀବନ ଯିବାର ସାଙ୍ଗେ,୭ ଗୁରୁତର ।

କଳାହାଣ୍ଡି;୦୫/୦୬(ମୋର୍ ସମିୟା) ଭୁବନେଶ୍ୱର ନୁ ଉମରକୋଟ ଯାଉଥିବାର ସମିୟା ରେ ଟ୍ରକ୍ କେ ପଛାଡୁ ପିଟଲା ବସ୍ । ରାତି ୩.୩୦ ବଜେ ଘଟିଛେ ଘଟଣା । ଦୁର୍ଘଟଣା ରେ ଜଣେ କର ଜୀବନ ଯିବାର ସାଙ୍ଗେ ୭ ଗୁରୁତର ଥିବାର ସୂଚନା । ଭବାନୀପାଟଣା – କୋରାପୁଟ ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ଚାରବାହଲ ଛକେ ରେ ରାସ୍ତା ତରାକେ ଟ୍ରକ୍ ଥୁଇ କରି ଟାୟାର ବଦଲଉ ଥିବାର ବେଲକେ ପଛାଡୁ ପିଟଲା ବସ୍ । ବସ୍ ରେ ଥିଲେ ପାଖାପାଖି ୪୦ ଯାତ୍ରୀ । ଗୁରୁତର ବ୍ୟକ୍ତି କେ ଜୁନାଗଡ଼ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛେ । ଦୁର୍ଘଟଣା ର କାରଣ ଦୃତଗତି ଓ ଡ୍ରାଇଭର ଙ୍କର ଆଖି ଲାଗି ଯାଇଥିବାର ନୁ ଗାଡ଼ି ଦୁର୍ଘଟଣା ହେଇଥିବାର ପ୍ରାଥମିକ ତଦନ୍ତ ରୁ ଜଣାପଡ଼ିଛେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି କରି ସବୁ ଯାତ୍ରୀ କେ ଉଦ୍ଧାର କରବାର ସାଙ୍ଗେ ଘଟଣା ର ତଦନ୍ତ ଆରମ୍ଭ କରିଛେ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!