
ଭୁବନେଶ୍ଵର;୦୮/୦୬(ମୋର୍ ସମିୟା) ଘୁଚିଗଲା ପ୍ରଧାନମନ୍ତ୍ରୀ ମୋଦୀ ଙ୍କର ଓଡ଼ିଶା ଗସ୍ତ। ଜୁନ୍ ୧୨ ବଦଲା ଆସବେ ଜୁନ ୨୦ ରେ । ଜୁନ୍ ୧୨ ରେ ନୂଆ ସରକାର କେ ପୁରୁଛେ ବର୍ଷେ । ବର୍ଷେ ପୁରବାର ଅବସର ରେ ସରକାର କରୁଛନ ବିଶାଲ ଆୟୋଜନ। ଇ କାର୍ଯକ୍ରମ ରେ ଭାରତ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଶାସିତ ଅଞ୍ଚଳ ର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମାନେ ସାମିଲ ହେବାର ନେଇ ସୂଚନା ରହିଛେ । ଓଡ଼ିଶା ରେ ନିର୍ବାଚନ ଆଗରୁ ବିଜେପି ସରକାର୍ ଦେଇଥିଲେ ଅନେକ ପ୍ରତିଶୃତି । ସେ ୨୧ ଟା ପ୍ରତିଶୃତି ଭିତରୁ ବର୍ଷେ ରେ ୧୧ ଟା ପ୍ରତିଶୃତି ପୂରଣ କରିଥିବାର ନେଇ ଜନତା ଙ୍କର ସାମ୍ନା ରେ ମୋହନ ସରକାର ରଖବେ ରିପୋର୍ଟ କାର୍ଡ। ବର୍ଷେ ଭିତରେ ୬ ନମ୍ୱର୍ ଥର ଲାଗି ଓଡ଼ିଶା ଆସୁଛନ ପ୍ରଧାନମନ୍ତ୍ରୀ ମୋଦି। ଶନିବାର ଦିନ ଭିତରେ ଭିଡିଓ ମାଧ୍ୟମ ରେ ମୁଖ୍ୟମନ୍ତ୍ରୀ ଦେବେ ବିସ୍ତୃତ ସୂଚନା ।
ପ୍ରଧାନମନ୍ତ୍ରୀ ଙ୍କର ଗସ୍ତ କେ ନେଇ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।