
ବଲାଙ୍ଗିର;୧୭/୦୬(ମୋର୍ ସମିୟା) ଆଜି ସକାଲୁ ୨୬ ନମ୍ୱର୍ ଜାତୀୟ ରାଜପଥ ବଲାଙ୍ଗିର ପେଲେସଲାଇନ୍ ରେ ଘଟିଛେ ଭୟଙ୍କର ଦୁର୍ଘଟଣା। ଗୁଟେ ଆଲୁମିନୀୟମ ଟ୍ୟାଙ୍କର ଗାଡ଼ି ରାସ୍ତା ତରା ରେ ଥିବାର ଦୁକାନ ଉପରେ ଚଢି ଯାଇଥିବାର ଦେଖବାର ମିଲିଥିଲା । ଘଟଣା ର ପୁରା ଦୃଶ୍ୟ ସିସିଟିଭି ରେ କଏଦ ହେଇଛେ । ଦୁର୍ଘଟଣା ରେ କାହାର ମୃତାହାତ ନାଇ ହେଇଥିବାର ସୂଚନା । ଘଟଣା ପ୍ରାୟ ରାତି ୩.୩୦ ରୁ ୪ ଟା ଭିତରେ ଘଟିଛେ । ଖବର ପାଇ ପୋଲିସ ଆସବାର ସମିୟା ରେ ଗାଡ଼ି ଚାଲକ ଗାଡ଼ି ରେ ନାଇଥାଇ, ଗାଡ଼ି ଚାଳକ ଫେରାର ମରିଛନ୍ କି ଗୁରୁତର ଅବସ୍ଥା ରେ କେନ୍ ଡ଼ାକ୍ତରଖାନା ରେ ଚିକିତ୍ସା ହଉଛନ ଏବେ ସୁଦ୍ଧା ସ୍ପଷ୍ଟ ନାଇ ହେବାର । ଗାଡ଼ି ଟା ପହେଲା ଗୁଟେ ଗଛେ ପିଟିହେବାର୍ ପରେ ପାଖେ ଥିବାର ଗୁଟେ ସେଲୁନ ଆର୍ ଚା ଦୋକାନ କେ ମାଡ଼ି ଜାଇଥିଲା । ଭଗ୍ୟବଶତଃ ଦୁର୍ଘଟଣା ଟା ରାତି ସମିୟା ରେ ଘଟିଥିଲା ଯଦି ସକାଲ ହେଇଥିତା ନିଶ୍ଚିସ୍ ଭାବେ କାହାର ଜୀବନ ଯାଇଥିତା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗାଡ଼ି ର ସାମ୍ନା ଭାଗ ଟ୍ରଲି ରୁ ପୁରା ଅଲଗା ହେଇଯାଇଥିଲା । ବାରମ୍ବାର ବଲାଙ୍ଗିର ସହର ଭିତର ଦେଇକରି ଭାରିଯାନ ଯାଉଛେ ଦୁର୍ଘଟଣା ବି ଘଟୁଛେ,ଲୋକଙ୍କର ଜୀବନ ବି ଯାଉଛେ । ଫେର ବି ନାଇ ଚେତବାର ପ୍ରଶାସନ । ବରଷ ବରଷ ଧରି ବାଇପଶା ରାସ୍ତା ଲାଗି ଦାବି ହେଲେ ବି ସରି ନାଇ ପାରୁଛେ ବାଇପାସ ରାସ୍ତା କାମ ।
ଘଟଣା ସ୍ଥଳରେ ବଲାଙ୍ଗିର ପୋଲିସ ପହଞ୍ଚି କରି ତଦନ୍ତ ଜାରି ।