
ଭୁବନେଶ୍ଵର;୧୦/୦୭(ମୋର୍ ସମିୟା) ଆଏବାର କାଲି ଓଡ଼ିଶା ଗସ୍ତ ରେ ଆସୁଛନ ରାହୁଲ ଗାନ୍ଧୀ। ଆଏବାର କାଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ର ସମ୍ବିଧାନ ବଞ୍ଚାଅ ଆନ୍ଦୋଳନ କରାଯାଉଛେ । କାଲି ୧୧.୩୦ ବଯେ ଭୁବନେଶ୍ୱର ବିମାନ ବନ୍ଦର ରେ ପହଞ୍ଚି ବରମୁଣ୍ଡା ସଭା ସ୍ଥଳରେ ଦେବେ ଯୋଗ । ସଭା ରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଭେନୁ ଗୋପାଲ,ପିସିସି ସଭାପତି ଓ ସବୁ ଜିଲ୍ଲା ରୁ ଯୋଗ ଦେବେ ସହ ସହ କର୍ମୀ । ରାହୁଲ ଙ୍କର ଗସ୍ତ କେ ନେଇ କରାଜାଇଛେ କଡ଼ା ସୁରକ୍ଷା ବ୍ୟବସ୍ଥା। ସମ୍ବିଧାନ ବଞ୍ଚାଅ ଆନ୍ଦୋଳନ ଲାଗି କର୍ମୀ କେ ଦେବେ ବାର୍ତ୍ତା ।
ତେବେ କାଲି ରାହୁଲ ଗାନ୍ଧୀ ଙ୍କର ଗସ୍ତ କେ ଭଣ୍ଡୁର କରବାର କେ ନେଇ ସରକାର୍ ଚେଷ୍ଟା କରୁଥିବାର ଅଭିଯୋଗ କରିଛନ ପିସିସି ସଭାପତି ଭକ୍ତ ଚରଣ ଦାସ । ସରକାର ଜାନିଶୁଣି ଡ୍ରାଇଭର ଙ୍କର ଆନ୍ଦୋଳନ କେ ନାଇ ସୁନବାର, କାରଣ ଆଏବାର କାଲି ରାହୁଲ ଗାନ୍ଧୀଙ୍ ଙ୍କର ସମାବେଶ କେ ସବୁ ଜିଲ୍ଲା ନୁ ଅନେକ କର୍ମୀ ଆସବେ ଆଉ ଆନ୍ଦୋଳନ କେ ଆଗକେ ନେଇ ବାଧାସୃଷ୍ଟି କରବାର ଲାଗି ସରକାର ଚାହୁଁଛନ କହିଛନ ପିସିସି ସଭାପତି। ସରକାର ନାଇ ବୁଝବାର ରାଜନୈତିକ ଷଡ଼ଯନ୍ତ୍ର ଲାଗି ଲୋକେ ଅସୁବିଧା ର ସାମ୍ନା କରୁଛନ, ଆବଶ୍ୟକ ସାମଗ୍ରୀ ରେ ସଙ୍କଟ ଦେଖାଗଲାନ। ଶୁକ୍ରୁବାର୍ ଆନ୍ଦୋଳନ କେ ଦିନେ ଲାଗି ପ୍ରତ୍ୟାହାର କରି ସମାବେଶ କେ ଆସୁଥିବାର ଲୋକକୁ ଛାଡ଼ି ଦେବାର କେ ଅନୁରୋଧ କଲେ ପିସିସି ସଭାପତି । ଡ୍ରାଇଭର ଭାଇ ଙ୍କର ଲାଗି କଂଗ୍ରେସ ଅଛେ କହିଛନ ପିସିସି ସଭାପତି ଭକ୍ତ ଚରଣ ଦାସ।