
ନୂଆପଡ଼ା;୨୦/୧୦(ମୋର୍ ସମିୟା) ଆଏବାର ୧୧ ତାରିଖ ହେବାର କେ ଯାଉଛେ ନୂଆପଡ଼ା ଉପ ନିର୍ବାଚନ। ରାଜେନ୍ଦ୍ର ଢୋଲକିଆ ଙ୍କର ପରଲୋକ ପରେ ଖାଲି ପଡ଼ିଛେ ନୂଆପଡ଼ା ବିଧାନସଭା ଆସନ । ଗଲା କାଲି ରବିବାର ଦିନ ବିଜେଡ଼ି ପକ୍ଷରୁ ବିଶାଳ ରେଲି କରି ଶକ୍ତି ପ୍ରଦର୍ଶନ କରାଯାଇଥିଲା । ଆର୍ ଆଜି ସୋମବାର ଦିନ ଦୁର୍ଗା ମା ଙ୍କର ମନ୍ଦିର ରେ ପୂଜାର୍ଚ୍ଚନା କରି ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନାମାଙ୍କନ ଦାଖଲ କରିଛନ । ନାମାଙ୍କନ ଦାଖଲ ସମିୟା ରେ ବିଜୁ ଜନତା ଦଳ ର ଅନେକ ନେତା ଓ ନେତ୍ରୀ ସାମିଲ୍ ହେଇଥିଲେ ।
ଗଲା ୧୮ ତାରିଖ ବିଜେପି ଆଡୁ ଜୟ ଢୋଲକିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି ଙ୍କର ସରିଛେ ନାମାଙ୍କନ ଦାଖଲ। ତିନି ଦଳ ର ନାମାଙ୍କନ ଦାଖଲ ସରିଥିବାର୍ ବେଲକେ ପ୍ରଚାର୍ ମଇଦାନ ରେ ତିନ୍ ଯୋଦ୍ଧା ।