
ଭୂବନେଶ୍ୱର;୩୦/୧୧(ମୋର୍ ସମିୟା) ରାଜ୍ୟ ସରକାର ଙ୍କର ନୂଆ ନିଯୁକ୍ତି ଘୋଷଣା । ପ୍ରତ୍ୟେକ ପଞ୍ଚାୟତ ରେ ନିଯୁକ୍ତି ହେବେ ପିଅନ । ସୃଷ୍ଟି ହେବା ନୂଆ ପଦବୀ । ମାସିକ ଦରମା ୧୩ ହଜାର ୧୬୦ ଟଙ୍କା । ପଞ୍ଚାୟତ ସ୍ତରରେ ପିଅନ ନିଯୁକ୍ତି ହେବାର ଦ୍ଵାରା ଗାଁ ଗାଁ ରେ ଲୋକଙ୍କୁ ଠିକ୍ ସମିୟା ରେ ସଠିକ୍ ସୁବିଧା ମିଲିପାରବା ବଲି ସରକାର ଙ୍କର ଆଶା। ଆଗରୁ ପଞ୍ଚାୟତ ନିଜର ସ୍ଥର ରେ ପିଅନ ରଖିକରି, ପଞ୍ଚାୟତ ଫାଣ୍ଡି ରୁ ପଇସା ଦେଉଥିଲା । କିନ୍ତୁ ଏବେ ସରକାର ନିଜେ ରଖି ସରକାର ଦେବେ ଦରମା । ଏନେଇ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସୂଚନା ।




