ତାଜା ଖବରମନୋରଞ୍ଜନରାଜନୀତି

କାଲି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଦେଖି ଆସବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।

ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

ବରଗଡ଼;୨୯/୧୨(ମୋର୍ ସମିୟା) କାଲି ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଦେଖି ଆସବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ମହାରାଜ କଂସ ଙ୍କର ଥିଲା ନିମନ୍ତ୍ରଣ। ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଡିସେମ୍ବର ୨୪,୨୦୨୫ ନୁ ଧନୁଯାତ୍ରା ମୁଲ ହେଇକରି ଜାନୁୟାରୀ ୦୩,୨୦୨୬ ରେ ହେବା ଶେଷ । ମହାରାଜ କଂସ ଙ୍କର ଅଟହାସ୍ୟ ରେ କମ୍ପୁଛେ ମଥୁରା ନଗରୀ। ଧନୁଯାତ୍ରା ଦେଖି ଆସବାର ଲାଗି ବହୁତ୍ ଦୂରଦୂରାନ୍ତର ନୁ ଜମୁଛେ ଲୋକଙ୍କର ଭିଡ଼ । ଗଲା କାଲି ରାଜ ଦରବାର ରେ ଅତିଥି ଭାବେ ଯୋଗ ଦେଇଥିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟମନ୍ତ୍ରୀ ଙ୍କର ଗସ୍ତ କେ ନେଇ ଦେଲେ ସୂଚନା । ମୁଖ୍ୟମନ୍ତ୍ରୀ ଙ୍କର ଗସ୍ତ କେ ନେଇ କଡ଼ାକଡ଼ି ବ୍ୟବସ୍ଥା।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!