ତାଜା ଖବର

ବାରବଖରା ଜଳପ୍ରପାତ ରେ ଗାଧୁ ଥିବାର ବେଲେ ଯୁବକ ଙ୍କର ମୃତ୍ୟୁ ।

ବଡ଼ ଅଘଟଣ ।

ବରଗଡ଼;୧୬/୦୮(ମୋର୍ ସମିୟା) ବରଗଡ଼ ଜିଲ୍ଲା ଅମ୍ବାଭୋନା ପର୍ଯଟନସ୍ଥଳୀ ବାରବଖରା ରେ ବଡ଼ ଅଘଟଣ । ଗାଧୁ ଥିବାର ଵେଲେ ଖସରି ଯାଇ ଜଣେ ଙ୍କର ମୃତ୍ୟୁ । ମୃତକ ହେଲେ ବରଗଡ଼ ବ୍ଲକ୍ ର ଗୋବିନ୍ଦପୁର ଗାଁର ରିତେଶ ପଧାନ(୨୯। ସେ ତାଙ୍କର ସାଙ୍ଗ ମାନଙ୍କର ସାଙ୍ଗେ ବାରବଖରା ଜଳପ୍ରପାତ ବୁଲି ଆସିଥିଲେ ।ସେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସର୍କଲ ଅଞ୍ଚଳ ରେ ଶିକ୍ଷକ ଥିଲେ। ଘଟଣା ର ଖବର ପାଇ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ । ତାହାକୁ ଆମ୍ବୁଲାନ୍ସ ରେ ବରଗଡ଼ ମୁଖ୍ୟ ଡାକ୍ତରଖାନା କେ ନିଆ ଯାଇଥିଲା । ସେନ ଡାକ୍ତର ତାହାକୁ ମୃତ ଘୋଷଣା କରିଥିଲେ । ଅମ୍ବାଭୋନା ଥାନା ପୋଲିସ୍ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକା ତଦନ୍ତ କରୁଛେ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!