ଅପରାଧତାଜା ଖବର

୭ ବର୍ଷ ର ନାବାଳକ କେ ହତ୍ୟା କଲା ୧୩ ବର୍ଷ ର ନାବାଳକ, ମାଛ ମରା ନୁ ବହାରଲା କଲି ।

ବରଗଡ଼;୨୩/୧୦ (ମୋର୍ ସମିୟା) ବରଗଡ଼ ଜିଲ୍ଲା ବିଜେପୁର ଥାନା ଟି ଗଣ୍ଡପାଲି ପଞ୍ଚାୟତ କର୍ଣ୍ଣପା ଗାଁ ରେ ଜଣେ ୭ ବଛର ର ଛୁଆ କେ ମାରଲା ୧୩ ବଛର ର ଛୁଆ। ପରିବାର ଲୋକ ର ଅଭିଯୋଗ ଅନୁସାରେ ୨୧ ତାରିଖ ୨ ବଯେ ୩ ଜନ୍ ସାଙ୍ଗ ମାନକର ସାଙ୍ଗେ ମାଛ ଧରବାର କେ ବାହାରିଥିଲେ। ସନ୍ଧ୍ୟା ଯାଇ ରାତି ହେଲା ପରେ ବି ନାଇ ଫିରିଥିଲେ ଘର୍ କେ ଆଶିଷ । ପରିବାର ଲୋକେ ବହୁତ୍ ଖୁଯାନୁରା ପରେ ବି ନାଇ ପାଇଥିବାର ନୁ ବିଜେପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ ବାପା ରାଜିନ୍ଦ୍ର । ଫେର୍ ଥରେ କାଲି ଖୁଜାନୁରା କରବାର ନୁ ଗାଁ ପାଖର ବନ୍ଧ ନୁ ଆଶିଷ ର ମଲା ଦେହେ ମିଲିଥିଲା। ଖବର ପାଇ ଘଟଣା ସ୍ଥଳରେ ବିଜେପୁର ପୋଲିସ ବି ପହଞ୍ଚିଥିଲା। ମୃତ ଆଶିଷ ର ଦେହେ ରକତ ଲାଗିଥିବାର ନୁ ଇଟା ଗୁଟେ ହତ୍ୟା ବଲି ସନ୍ଦେହ କରିଥିଲା ପୋଲିସ । ମଲା ଦେହେ କେ ଜବତ୍ କରି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କେ ଶବ ବ୍ୟବଛେଦ ଲାଗି ପଠେଇ ଦିଆ ଯାଇଛେ । ୧୩ ବର୍ଷ ର ନାବାଳକ କେ ବିଜେପୁର ପୋଲିସ ଅଟକ ରଖି ତଦନ୍ତ ମୁଲ କରିଛେ। ମାଛ ଧରବାର ବଂଶୀ କଟା ପକାବାର ଲାଗି ବଚସା ହେଇଥିଲା, ସେନୁ ନାବାଳକ ବେକେ ଗାମଛା ବାନ୍ଧି ହତ୍ୟା କରିଥିବାର ତଦନ୍ତ ନୁ ଜଣା ପଡ଼ିଛେ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!