ଖେଳତାଜା ଖବରଦେଶ ବିଦେଶମନୋରଞ୍ଜନ

ରଣଜୀ କ୍ରିକେଟ୍ ରେ ଠାନ୍ ପାଏଲେ ବଲାଙ୍ଗିର ମାଟିର ପୁଓ ଓମକାର ମହାନ୍ତି ।

ବଲାଙ୍ଗିର;୨୬/୧୦(ମୋର୍ ସମିୟା) ବଲାଙ୍ଗିର ଲାଗି ଗର୍ବ ଓ ଗୌରବ ଆନଲେ ମାଟିର ପୁଓ ଯୁବ କ୍ରିକେଟର ଓମକାର ମହାନ୍ତି। ଭୁବନେଶ୍ୱର କିଟ୍ ପଡ଼ିଆ ରେ ମୁଲ ହେଇଥିବାର ଓଡ଼ିଶା – ସର୍ଭିସେସ୍ ରଣଜୀ ମ୍ୟାଚରେ ଓମକାର ଠାନ୍ ପାଇଥିବାର ପରେ ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ରେ ଖୁସି ର ଲହରୀ । ଯୁବ କ୍ରିକେଟର ଙ୍କର ଇ ସଫଳତା ଲାଗି ବଲାଙ୍ଗିରବାସୀ ଶୁଭେଚ୍ଛା ଜନେଇଛନ। ବଲାଙ୍ଗିର ମାଟିର ପିଲା ରାଜ୍ୟ ସ୍ତର ମ୍ୟାଚ୍ ରେ ଠାନ୍ ପାଇବାର ଟା କ୍ରିକେଟ୍ ଜଗତ ରେ ଉତ୍ସାହ। ଓମକାର ଙ୍କର ସଫଳତା କେ ନେଇ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଓ ପୌରାଧ୍ୟକ୍ଷା ଲିକା ସାହୁ। ବଲାଙ୍ଗିର ପେଲେସଲାଇନ୍‌ ର କୌଶିକ ମହାନ୍ତି ଓ ନିବେଦିତା ମହାନ୍ତିଙ୍କ ପୁଓ ହେଉଛନ୍ ଓମକାର।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!