ତାଜା ଖବରରାଜନୀତି

ନଭେମ୍ବର ୧୮ ରୁ ବିଧାନସଭା ଶୀତ ଅଧିବେଶନ।

ଭୁବନେଶ୍ଵର;୨୯/୧୦(ମୋର୍ ସମିୟା) ଆସନ୍ତା ନଭେମ୍ବର ୧୮ ରୁ ବିଧାନସଭା ଶୀତ ଅଧିବେଶନ। ଡିସେମ୍ବର ୩୧ ତକ୍ ଚାଲବା ୧୭ ତମ ବିଧାନସଭା ର ଶୀତ ଅଧିବେଶନ। ମୋଟ ୪୪ ଦିନ ରେ ଅଛେ ୩୩ ଟା କାର୍ଯ ଦିବସ । ନଭେମ୍ବର ୧୮ ରେ ବଜେଟ୍ ଉପସ୍ଥାପନ ହେବା । ନଭେମ୍ବର ୨୫, ୨୬, ୨୭ରେ ଖର୍ଚ୍ଚ ବିବରଣୀ ଆଲୋଚନା। ନଭେମ୍ବର ୩୦ ତାରିଖରେ ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ୍‌ ଗୃହରେ ଉପସ୍ଥାପନ। ଏନେଇ ବୁଧବାର ବିଧାନସଭା ସଚିବଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି। ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ରାଜ୍ୟ ର ଆଇନ ଶୃଙ୍ଖଳା ପରିସ୍ଥିତି,ଚାଷୀ ସମସ୍ୟା,ବନ୍ୟା କ୍ଷୟକ୍ଷତି,ବହି ତ୍ରୁଟି କେ ନେଇ ସରକାର କେ ଘେରିପାରନ ବିରୋଧୀ। ସରଗରମ ରହିବ ଗୃହ ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!