
ଭୁବନେଶ୍ଵର;୩୦/୧୦ (ମୋର୍ ସମିୟା) ଆଜି ଚାଷୀ କେ ମିଲବା ୨୪ତମ ପିଏମ କିଷାନ ଟଙ୍କା । ଗୁଜରାଟର ବନାସକାଣ୍ଠା ନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟକ୍ରମ ରେ ସାମିଲ ହେଇ ଦେଶ ର ଚାଷୀ ଭାଇ କେ ବାଣ୍ଟିବେ ପିଏମ କିଶାନ ଟଙ୍କା । ଦେଶର ୯.୩୪ କୋଟି ହିତାଧିକାରୀ ଙ୍କୁ ମୋଟ ୧୮ .୬୯୦ କୋଟି ଟଙ୍କା ପ୍ରଦାନ କରାଯାଇଛେ । । ଓଡ଼ିଶା ରେ ୩୫ ଲକ୍ଷ୍ୟ ନୁ ଅଧିକା ଚାଷୀ ହେବେ ଉପକୃତ, ମିଲବା ୭୦୦ କୋଟି ରୁ ଅଧିକା ଟଙ୍କା। ଓଡ଼ିଶା ର ଭୁବନେଶ୍ବର ଓୟୁଏଟି କୃଷି ଶିକ୍ଷା ସଦନ ରେ ବି ଗୁଟେ କାର୍ଯକ୍ରମ ହଉଛେ ସେନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇ ରାଜ୍ୟ ର ୩୫ ଲକ୍ଷ ୩୯ ହଜାର ୨୯୭ ଜଣ ଚାଷୀ ର ଖାତା କେ ୭୦୭ କୋଟି ୮୫ ଲକ୍ଷ ୯୪ ହଜାର ଟଙ୍କା ପ୍ରଦାନ କରବେ।
ମୁଖ୍ୟମନ୍ତ୍ରୀ କହିଛନ୍;
ପିଏମ୍ କିଷାନ ଯୋଜନାରେ ୨୦୦୦ ହାଜର ଟଙ୍କା ଲେଖା ଚାଷୀ ଖାତା କେ ଦେଉଛନ ସରକାର । ଇ ପିଏମ୍ କିଷାନ ଯୋଜନା ରେ ସାମିଲ ହେବାର ଲାଗି ଏଗ୍ରିଷ୍ଟାକ ପଞ୍ଜିକରଣ ବାଧ୍ୟତାମୂଳକ।ପିଏମ୍ ଆର୍ ସିଏମ୍ କିଷାନ୍ ଯୋଜନା ମିଶେଇ କରି ଓଡ଼ିଶା ର ଚାଷୀ ୧୦ ହଜାର ଟଙ୍କା ପାଉଛନ। ଜେନ ଟା କି ଅନ୍ୟ ରାଜ୍ୟ ତୁଳନାରେ ରେ ଅଧିକ । ଇଥିରେ ଭୂମିଦାରୀ, କ୍ଷୁଦ୍ର, ବୃହତ ଓ ସହରାଞ୍ଚଳର ଦୁର୍ବଳ ବର୍ଗର ଚାଷୀଙ୍କୁ ସାମିଲ କରାଯାଇଛେ।




