
ଭୁବନେଶ୍ଵର;୩୦/୧୦(ମୋର୍ ସମିୟା) ବାତ୍ୟା ‘ଅର୍ଣ୍ଣବ’ ଗଲା ପରେ ଗଞ୍ଜାମ ଆର୍ ଗଜପତି ଜିଲ୍ଲା ର ସ୍ଥିତି ବେହାଲ। ଚାରି ଆଡେ ଜଳ ପ୍ରଳୟ । ଜଳବନ୍ଦୀ ରେ ଲୋକେ, ଜନଜୀବନ ଅସ୍ତବ୍ୟସ୍ତ। ଆଜି ଆକାଶ ମାର୍ଗ ରୁ ବନ୍ୟା ସ୍ଥିତି ସମୀକ୍ଷା କରିଛନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଗଞ୍ଜାମ ଓ ଗଜପତି ଜିଲ୍ଲା ର ଆକାଶ ମାର୍ଗ ନୁ ସ୍ଥିତି ଦେଖି ରଙ୍ଗେଇଲୁଣ୍ଡା ରେ ଅବତରଣ । ଗଞ୍ଜାମ ଜିଲ୍ଲା ର ୨୨ ବ୍ଲକ୍ ଓ ୪୩ ହଜାର ଲୋକେ ପ୍ରବାହିତ ହେଇଛନ। ୨୩ ହଜାର ଲୋକ କେ ସ୍ଥାନାନ୍ତରିତ କରା ଯାଇଛେ। ୩୫୨ ରିଲଫ୍ ସେଣ୍ଟର୍ କେ ବନ୍ୟା ରେ ପ୍ରଭାବିତ ହେଇଥିବାର ଲୋକ କେ ରଖା ଯାଇଛେ। ହେଲିକେପଟର ଜରିଆରେ ଲୋକ କେ ସ୍ଥାନାନ୍ତରିତ କରବାର ସାଙ୍ଗେ ହେଲିକେପଟର ସାହାଯ୍ୟ ରେ ଲୋକ କେ ଖାଦ୍ୟ ପହେଞ୍ଚେଇ ଦିଆ ଯାଉଛେ । ପାଣି ର ପ୍ରଖର ସ୍ରୋତ ରେ ଗାଁ କେ ଯିବାର ରାସ୍ତା ଧୁଇ ହେଇଯାଇଛେ। ୭୨ ଗାଁ ନୁ ୯ ଟା ଗାଁ ବେଶୀ ପ୍ରଭାବିତ ହେଇଛେ । ଅର୍ଣ୍ଣବ ପଳେଇଗଲା କିନ୍ତୁ ଛାଡ଼ି ଦେଇଗଲେ ଦୁଃଖ ଦୁର୍ଦ୍ଦଶା।




