ତାଜା ଖବରମୋର ସମୀୟା ଏକ୍ସକ୍ଲୁସିଭ
ରାତି ହେଲେ ଭୀମ ଭୋଇ ଡାକ୍ତରଖାନା ରାସ୍ତା ରେ ସୁଛନ ଗାଈ ଗୋରୁ,ଚାଲି ଜାଇପାରେ ମୂଲ୍ୟବାନ ଜୀବନ।
ଘଟୁଛେ ଅନେକ ଦୁର୍ଘଟଣା ।
ବଲାଙ୍ଗିର;୦୪/୦୮(ମୋର୍ ସମିୟା) ଭୀମ ଭୋଇ ଡାକ୍ତରଖାନା ର ମୁଖ୍ୟ ରାସ୍ତା ରେ ସୁଇଛନ ଗଦାଗଦା ଗାଈଗୋରୁ। ଚାଲି ଜାଇପାରେ ଅନେକ ମୂଲ୍ୟବାନ ଜୀବନ । ଡାକ୍ତରଖାନା କେ ଆସୁଥିବାର ଆମ୍ବୁଲାନ୍ସ ବାରମ୍ବାର ସାଇରନ୍ ଆର୍ ହର୍ନ୍ ମାରଲା ପରେ ବି ରାସ୍ତା ରୁ ନାଇ ଯିବାର ଗାଈଗୋରୁ । ଯଦି ଆମ୍ବୁଲାନ୍ସ ଭିତରେ ଜରୁରୀ କାଳୀନ ପରିସ୍ଥିତି ରେ କୌଣସି ରୋଗୀ ଥିବେ ତ ଚାଲି ଯାଇ ପାରେ ଅନେକ ମୂଲ୍ୟବାନ ଜୀବନ । ଇ ଘଟଣା ଲାଗି ରାସ୍ତା ରେ ଅନେକ ଦୁର୍ଘଟଣା ବି ଘଟି ଅନେକ ଧନଜୀବନ ନଷ୍ଟ ବି ହଉଛେ,କିନ୍ତୁ ଇ ଉପରେ ଧ୍ୟାନ ନାଇ ଦେବାର ସ୍ଥାନୀୟ ପ୍ରଶାସନ କି ଗାଈ ର ମାଲିକ। ଦୁର୍ଘଟଣା ରେ ଅନେକ ନିରୀହ ଗାଈ ଗୋରୁ ରାସ୍ତା ଉପରେ ରକତ୍ ସରସର୍ ଅବସ୍ଥା ରେ ପଡ଼ି ରହିଥିବାର ବି ଦେଖବାର କେ ମିଲୁଛେ । ଇ ତାକେ ନେଇ ଡାକ୍ତରଖାନା କେ ଚିକିତ୍ସିତ ହେଇ ଆସୁଥିବାର ଲୋକଙ୍କର ଭିତରେ ତୀବ୍ର ଅସନ୍ତୋଷ ଦେଖବାର ମିଲିଛେ ।




