ଜୀବନଚର୍ଯ୍ୟାତାଜା ଖବରବୁଲେଟିନମୋର ସମୀୟା ଏକ୍ସକ୍ଲୁସିଭରାଜନୀତିସ୍ପେସାଲ୍ ରିପୋର୍ଟ

ନୂଆ ସରକାର୍ ଙ୍କର ନୂଆ ଯୋଜନା

ଜରୁରୀକାଳୀନ ସେବା ରେ ଜୁଡୀ ହେଲା ୧୦୯

ସ୍ୱାସ୍ଥ୍ୟ ମନ୍ତ୍ରୀ ଆନଲେ ନୂଆ ଯୋଜନା,ହସ୍ପିଟାଲ ରେ କାହାର ମୃତ୍ୟୁ ହେବାର ପରେ, ସେ ଶବ କେ ନେବାର ଲାଗି ବହୁତ୍ ଅସୁବିଧା ହେଇଥୀସି । ଆଉ ସେ ଅସୁବିଧା କେ ଦୂର କରବାର୍ କେ ସ୍ୱାସ୍ଥ୍ୟ ମନ୍ତ୍ରୀ ଏବେ ଗୁଟେ ନମ୍ୱର୍ ଜାରି କରିଛନ,୧୦୯ କେ କଲ୍ କଲେ ଗୁଟେ ଆମ୍ବୁଲେନ୍ସ ଆସବା ଆଉ ସେ ମୃତ ଦେହ କେ ମାଗଣା ରେ ଘର କେ ପହଞ୍ଚାବା, ଇ ଥିରେ ଅନେକ ଗରୀବ ଲୋକ ସୁବିଧା ପାଇବେ ବଲି ଆଶା ରଖିଛନ୍ ନୂଆ ସରକାର ।

ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗ ଙ୍କ ର ସୂଚନା ।

Mor Samiya

ମୋର୍ ସମିୟା : ସଧାରଣ ଲୋକଙ୍କର ସ୍ଵର,ପରିବର୍ତ୍ତନ ର ସ୍ୱର

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!